ପାଟକୁରାରେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ

July 20, 2019, ରାଜନୀତି, କେନ୍ଦ୍ରାପଡ଼ା, Bhagyaprabha News Bureau
ପାଟକୁରାରେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ
Bhagyaprabha News Bureau
July 20, 2019

ପାଟକୁରା ବିଧାନସଭା ଆସନ ପାଇଁ ଆଜି ସକାଳ ୭ରୁ ଭୋଟ ଗ୍ରହଣ ଚାଲିଛି। ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଛି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବହୁ ହେଭି ୱେଟ ନେତାମାନେ ଭୋଟକେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ପାଟକୁରାରେ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିଲାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ, କଂଗ୍ରେସର ଜୟନ୍ତ ମହାନ୍ତି ଅଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ବିଭିନ୍ନ ସ୍ଥାନରେ  ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

Read More...

୨୪ ଘଣ୍ଟାରେ ୪ ଥର ଭୂକମ୍ପ ଅନୁଭୂତ

୨୪ ଘଣ୍ଟାରେ ୪ ଥର ଭୂକମ୍ପ ଅନୁଭୂତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: