ଆଜି ବିଶ୍ବ କର୍କଟ ଦିବସ

February 04, 2019, ସ୍ବାସ୍ଥ୍ୟ, , Bhagyaprabha News Bureau
ଆଜି ବିଶ୍ବ କର୍କଟ ଦିବସ
Bhagyaprabha News Bureau
February 04, 2019

ଆଜି ବିଶ୍ୱ କର୍କଟ ଦିବସ । ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି।


ଜନସାଧାରଣ ମାନଙ୍କୁ ମୁଖ୍ୟତ କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏହି ଅବସରରେ ଆଜି ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନ ପକ୍ଷରୁ ପଦଯାତ୍ରା, ସେମିନାର୍‍ ଓ ଜନସଚେନତା ଅଭିଯାନ ଆଦି ଅନୁଷ୍ଠିତ ହେଉଛି।


ବିଶ୍ୱ କର୍କଟ ଦିବସ ଆୟୋଜନ କରୁଥିବା ଆନ୍ତର୍ଜାତିକ କର୍କଟ ନିୟନ୍ତ୍ରଣ ସଙ୍ଗଠନ ଚଳିତ ବର୍ଷ ଏକ ତିନିବର୍ଷିଆ ଅଭିଯାନର ଶୀର୍ଷକ ଉନ୍ମୋଚନ କରିଛି। ଶୀର୍ଷକଟି ହେଉଛି 'I AM and I Will' ଯାହାର ଉଦ୍ଦେଶ୍ୟ ନିଜେ ସଚେତନ ହୋଇ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିପାରିବା ତଥା ବ୍ୟକ୍ତିବିଶେଷ ନିଜକୁ ସଶକ୍ତ କରିବା। ବିଶ୍ୱରେ କର୍କଟ ରୋଗର ମାତ୍ରା କମାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ସଙ୍ଗଠନ ଆହ୍ୱାନ ଜଣାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

Read More...

ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: