ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନୀ

July 23, 2019, ଅପରାଧ, କେନ୍ଦ୍ରାପଡ଼ା, Bhagyaprabha News Bureau
ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନୀ
Bhagyaprabha News Bureau
July 23, 2019

୨୦୧୫ମସିହାରୁ ଜେଲରେ ଥିବା କେନ୍ଦ୍ରାପଡ଼ା ବାରି ମୂଳଆଶ୍ରମର ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତାଙ୍କ ବିରୋଧରେ ସମୁଦାୟ ୩ଟି ମାମଲା ଥିଲା। ଏହି ୩ଟି ମାମଲା ମଧ୍ୟରୁ ଇତିମଧ୍ୟରେ ସେ ଦୁଇଟି ମାମଲାରେ ଜାମିନ ପାଇସାରିଥିଲେ। ଏବେ ଶେଷ ମାମଲାରେ ମଧ୍ୟ ଜାମିନ ମିଳିବା ଯୋଗୁଁ ସେ ବାହାରକୁ ବାହାରିବା ରାସ୍ତା ଖୋଲିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି। ୨୦୧୫ମସିହା ଅଗଷ୍ଟ ୮ତାରିଖରେ ସନ୍ତୋଷ ରାଉଳଙ୍କୁ ପୋଲିସ ଗିରଫ କରିଥିଲା। ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ମଧ୍ୟ ହୋଇଥିଲା।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତିଶଗଡ଼ର ସୁକୁମାରେ ମାଓବାଦୀଙ୍କ ଗୁଳିବିନିମୟ

ଛତିଶଗଡ଼ର ସୁକୁମାରେ ମାଓବାଦୀଙ୍କ ଗୁଳିବିନିମୟ

Read More...

ମିଳିଲାନି ସରକାରୀ ସହାୟତା ଏବେ ପର ଘରେ ମୁଣ୍ଡ ଗୁଂଜୁଛନ୍ତି ଦିବ୍ୟଙ୍ଗ ସୁଧୀର

ମିଳିଲାନି ସରକାରୀ ସହାୟତା ଏବେ ପର ଘରେ ମୁଣ୍ଡ ଗୁଂଜୁଛନ୍ତି ଦିବ୍ୟଙ୍ଗ ସୁଧୀର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: