୨ଜଣଙ୍କ ମୁଣ୍ଡ ନେଲା ଲାଲବାହିନୀ

July 24, 2019, ଅପରାଧ, , Bhagyaprabha News Bureau
 ୨ଜଣଙ୍କ ମୁଣ୍ଡ ନେଲା ଲାଲବାହିନୀ
Bhagyaprabha News Bureau
July 24, 2019

ଲଗାତର କିଛି ଦିନ ଲାଲବାହିନୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ପ୍ରଥମେ କଳାହାଣ୍ଡିରେ ଦୁଇ ଦିନରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଏବେ ସୀମାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଝାଡ଼ଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ଉଡୁଣିଆ ଗାଁରେ ୨ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘାଟି ନିକଟରେ ସେମାନଙ୍କ ଗୁଳି ବିଦ୍ଧ ମୃତ ଶରୀର ପଡ଼ି ରହିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡକ ଦୁର୍ଘଟଣା : ବାଇକ ଚାଳକ ସମେତ ଜଣେ ଗୁରୁତର

ସଡକ ଦୁର୍ଘଟଣା : ବାଇକ ଚାଳକ ସମେତ ଜଣେ ଗୁରୁତର

Read More...

ଶପଥ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଶପଥ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: