କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

February 05, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
 କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ
Bhagyaprabha News Bureau
February 05, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଦ୍ଵାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବମକୋଇ ପଞ୍ଚାୟତର ଅଁଳାଗୁଡା , ଉତାଅନଙ୍ଗପୁର, ବିରପାଟଣା ଓ ବନ୍ଥାମୁଣ୍ଡୁଳି ଗ୍ରାମରେ ପହଞ୍ଚି ୧୫୦ ଜଣ ପରିବାରକୁ କମଳ ବଣ୍ଟନ କରିଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା,ଛାତ୍ର ବିଜେଡ଼ି ଜିଲ୍ଲା ସମ୍ପାଦକ ଜଗନ୍ନାଥ ପ୍ରଧାନ , ଭୂଷଣ ପ୍ରଧାନ ଏବଂ ବିଜୁ ଯୁବ ବାହିନୀ ସଦସ୍ୟ ବିକ୍ରମ ସିଂ , ନିରାକାର ପ୍ରଧାନ , ଋତୁପୂର୍ଣ୍ଣ ପ୍ରଧାନ , ଡମ୍ବରୁଧର ପାତ୍ର , ଶିବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

Read More...

ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: