ସାରଥୀଙ୍କୁ ମିଳିପାରେ ଜାମିନ!

July 25, 2019, ଅପରାଧ, କେନ୍ଦ୍ରାପଡ଼ା, Bhagyaprabha News Bureau
ସାରଥୀଙ୍କୁ ମିଳିପାରେ ଜାମିନ!
Bhagyaprabha News Bureau
July 25, 2019

କେନ୍ଦ୍ରାପଡା ଏସଡିଜେଏମ କୋର୍ଟରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଜାମିନ ମିଳିବା ପରେ ଆଜି ସେ ଜେଲରୁ ମୁକୁଳିପାରନ୍ତି ବୋଲି ସୂଚନା ମିଳିଛି । ତେବେ ଦୁଇ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବଦଳରେ ସାରଥୀଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଏସଡିଜେଏମ କୋର୍ଟ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୫ରେ ସାରଥୀଙ୍କ ଉପରେ ଯୌନ କେଳେଙ୍କାରୀ ମାମଲା ରୁଜୁ ହେବା ସହ ବିଭିନ୍ନ ଦଫାରେ ଜେଲ ଦଣ୍ଡାଦେଶ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକସଭାରେ ଟ୍ରିପଲ ତଲାକ୍‌ ବିଲ୍‌ ପାରିତ

ଲୋକସଭାରେ ଟ୍ରିପଲ ତଲାକ୍‌ ବିଲ୍‌ ପାରିତ

Read More...

ସେନାରେ ଯୋଗଦେବେ ମହେନ୍ଦ୍ର ସିଂହ ଧୋନି!

ସେନାରେ ଯୋଗଦେବେ ମହେନ୍ଦ୍ର ସିଂହ ଧୋନି!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: