ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ : ଥାନାରେ ଅଭିଯୋଗ

July 26, 2019, ଖେଳ, , Bhagyaprabha News Bureau
ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ : ଥାନାରେ ଅଭିଯୋଗ
Bhagyaprabha News Bureau
July 26, 2019

ଶୁକ୍ରବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମୁଳା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମର ସରୋଜ ସେଠୀ(୩୦) ବୋଲି ଜଣାପଡିଛି । ଖବରନୁଯାୟୀ , ଶୁକ୍ରବାର ଦିନ ସକାଳେ ସରୋଜ ନିଜ ବାରଣ୍ଡାରେ ବସିଥିବା ସମୟରେ ପଡୋଶୀ ପିଙ୍କୁ ସେଠୀ ଓ ଚରଣ ସେଠୀ ମିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଲୁହାରଡ ସାହାଯ୍ୟରେ ସରୋଜଙ୍କୁ ଆକ୍ରମଣ କରିବାପରେ ଲହୁଲୁହାଣ କରି ଦେଇଥିଲେ । ଏଥିସହିତ ଆକ୍ରମଣକାରୀ ଗଣ୍ଡଗୋଳ ଛଡାଇବାକୁ ଯାଇଥିବା ତାଙ୍କ ବାପାଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି।ଏପରିକି ଅଭିଯୁକ୍ତ ଦ୍ଵୟ ତାଙ୍କ ମା'ଙ୍କ ପ୍ରତି ସର୍ବସମ୍ମୁଖରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସରୋଜ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସରୋଜଙ୍କ ଏତଲା ଭିତ୍ତିରେ ଦିଗପହଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ ମାମଲା : ୨ ଭାଇ ଗିରଫ

ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ ମାମଲା : ୨ ଭାଇ ଗିରଫ

Read More...

ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ବାଇକ୍ ଆରୋହୀ ଗୁରୁତର

ସାଇକେଲ ଚାଳକକୁ ବଞ୍ଚାଇବାକୁ ଯାଇ ବାଇକ୍ ଆରୋହୀ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: