ପଠାଣୀ ସାମନ୍ତ ଗଣିତ ମେଧା ପରୀକ୍ଷାରେ ନୀଳକଣ୍ଠ ନଗରର ୨୩ଟି ରାଙ୍କ

August 05, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ପଠାଣୀ ସାମନ୍ତ ଗଣିତ ମେଧା ପରୀକ୍ଷାରେ ନୀଳକଣ୍ଠ ନଗରର ୨୩ଟି ରାଙ୍କ
Bhagyaprabha News Bureau
August 05, 2019

ଚଳିତ ଶିକ୍ଷାବର୍ଷରେ ପ୍ରକାଶିତ ଅଷ୍ଟମ ଓ ନବମ ଶ୍ରେଣୀ ପଠାଣୀ ସାମନ୍ତ ଗଣିତ ମେଧା ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ରେକର୍ଡ ସଫଳତା ହାସଲ କରିଛି । ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପଠାଣୀ ସାମନ୍ତ ପରୀକ୍ଷା ଫଳାଫଳରେ ପ୍ରଥମ ୧୬ଜଣଙ୍କ ମଧ୍ୟରୁ ପ୍ରଥମ ରାଙ୍କ ସହିତ ୧୧ଜଣ ଶିଶୁ ରାଙ୍କ ରଖିଥିବାବେଳେ ୯ମ ଶ୍ରେଣୀ ଫଳାଫଳରେ ୧୪ଜଣଙ୍କ ମଧ୍ୟରୁ ନୀଳକଣ୍ଠ ନଗର ଶିଶୁ ମନ୍ଦିରର ୧୨ଜଣ ଶିଶୁ ରାଙ୍କରେ ଅଛନ୍ତି । ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ହେଲେ ୧ମ ବିଶ୍ବସ୍ୱରୁପ ପାଢୀ, ୪ର୍ଥ ରାଙ୍କରେ ବିଶ୍ବଜିତ ବେହେରା , ୫ମ ରାଙ୍କରେ ଆଲିଶା ଶତପଥୀ , ୬ଷ୍ଠ ରାଙ୍କରେ ସ୍ୱୟଂପ୍ରଜ୍ଞା ତ୍ରୀପାଠୀ, ୭ମ ରାଙ୍କରେ ଯୋଗଜନ୍ମା ପାଣୀଗ୍ରାହୀ, ୮ମ ରାଙ୍କରେ ରଶ୍ମୀ ରଞ୍ଜନ ପଣ୍ଡା, ୧୦ରାଙ୍କରେ ସାଇସ୍ମୀତା ଡାକୁଆ, ୧୩ତମ ସ୍ଥାନରେ ଆଲିଶା ପାଢୀ, ୧୪ତମ ସ୍ଥାନରେ ଅଭିନ୍ନ ଶଙ୍କର ସାହୁ ଓ ୧୬ତମ ସ୍ଥାନରେ ସଂୟ ସୌରଭ ଦାସ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ହେଲେ ୧ମ ରାଙ୍କରେ ରୁଦ୍ର ପ୍ରସାଦ ରଥ, ୨ୟରେ ସତ୍ୟଜିତ ଦଳାଇ, ୩ୟରେ ଆଶୁତୋଷ ପାଢୀ, ୪ର୍ଥ ରେ ସୌମିତ୍ର ନାୟକ , ୫ମରେ ଅରୁଲାଲ ସେନାପତି, ୬ଷ୍ଠରେ ଶାଶ୍ୱତ କୁମାର ସାହୁ, ୮ମରେ ସୌମ୍ୟ ରଞ୍ଜନ ପ୍ରଧାନ, ୯ମ ରାଙ୍କରେ ମନତୋଷ ପ୍ରଧାନ, ୧୦ମ ରାଙ୍କରେ ସନ୍ଦୀପ କୁମାର ସାହୁ୧୨ତମ ସ୍ଥାନରେ ବୀଠଲ ଶତପଥୀ, ୧୩ତମରେ ଗୋପାଳକୃଷ୍ଣ ସାହୁ, ୧୪ତମ ସ୍ଥାନରେ ଅୟେଶ କାନ୍ତ ଦାଶ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ

Read More...

 ଅଧ୍ୟାପକ ଟ୍ୟୁସନ୍ କରିଲେ ଦାୟୀ ରହିବେ ଅଧକ୍ଷ ! ନୋଟିସ୍ ଜାରି କଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ

ଅଧ୍ୟାପକ ଟ୍ୟୁସନ୍ କରିଲେ ଦାୟୀ ରହିବେ ଅଧକ୍ଷ ! ନୋଟିସ୍ ଜାରି କଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: