ରାଜ୍ୟରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି, ଜନଜୀବନ ଅବ୍ୟାହତ

August 07, 2019, ଓଡ଼ିଶା, , Bhagyaprabha News Bureau
ରାଜ୍ୟରେ କୃତିମ  ବନ୍ୟା ପରିସ୍ଥିତି ସୃଷ୍ଟି, ଜନଜୀବନ ଅବ୍ୟାହତ
Bhagyaprabha News Bureau
August 07, 2019

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ କୃତିମ ବନ୍ୟା ସୃଷ୍ଟି ହେବା ସହ ଲଗାଣ ବର୍ଷାଯୋଗୁଁ ସାଧାରଣ ଜନଜୀବନ ପ୍ରବାହିତ ହେଉଛି । ଗଜପତିର କାଶିନଗରରେ ବଂଶଧାରା ନଦୀ ବିପଦ ସଂକେତ ୫୪ ମିଟର ଥିବାବେଳେ ପାଣିରବେଗ ୫୫.୭୫ ମିଟର ଥିବାରୁ ଗାଁର ସମସ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୁଡାରି ସହର ଭିତରେ ପାଣି ପଶିବା ଫଳରେ ଗାଁ ର ସମସ୍ତ ଲୋକଙ୍କୁ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବିସ୍ମୟକଟକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ୭୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରିର ସମସ୍ତ ବ୍ରିଜ ଉପରେ ପାଣି ଯିବା ଫଳରେ ସାଧାରଣ ଜୀବନ ଅବ୍ୟାହତ ହେଉଛି । ମାଲକାନଗିରି, କୋରାପୁଟ ଓ ରାୟଗଡାରେ ଓଡ୍ରାଫ ଟିମ ମୁତୟନ କରାଯାଇଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଧୋଇଗଲା କଲଭର୍ଟ  : ଯାତାୟତ ବାଧାପ୍ରାପ୍ତ

ଧୋଇଗଲା କଲଭର୍ଟ : ଯାତାୟତ ବାଧାପ୍ରାପ୍ତ

Read More...

ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା

ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: