ବଢୁଛି ହୀରାକୁଦ ଜଳଭଣ୍ଡାର ସ୍ତର

August 09, 2019, ଓଡ଼ିଶା, କଟକ, Bhagyaprabha News Bureau
ବଢୁଛି ହୀରାକୁଦ ଜଳଭଣ୍ଡାର ସ୍ତର
Bhagyaprabha News Bureau
August 09, 2019

ଲଗାଣ ବର୍ଷା ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଲଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳସ୍ତର ରହିଛି ୬୦୭.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୯ହଜାର ୬୮୫ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୬ହଜାର ଘନଫୁଟ ଜଳ। ଗତକାଲି ଉପରମୁଣ୍ଡରେ ୮୬.୩୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉପର ମୁଣ୍ଡର ଅଧିକ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍‌ କର୍ତ୍ତୁପକ୍ଷ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଅଗଷ୍ଟ କ୍ରାନ୍ତି ଦିବସ

ଆଜି ଅଗଷ୍ଟ କ୍ରାନ୍ତି ଦିବସ

Read More...

ଆଜିଠୁ କାଶ୍ମରୀରେ ଖୋଲିବ ସମସ୍ତ ସ୍କୁଲ

ଆଜିଠୁ କାଶ୍ମରୀରେ ଖୋଲିବ ସମସ୍ତ ସ୍କୁଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: