ପଲିଥିନ ମୁକ୍ତ ଦିଗପହଣ୍ଡି ପାଇଁ ଦସ୍ତଖତ ଅଭିଯାନ

August 09, 2019, ବିଶେଷ, ଗଞ୍ଜାମ, Kiran Behera
ପଲିଥିନ ମୁକ୍ତ ଦିଗପହଣ୍ଡି ପାଇଁ ଦସ୍ତଖତ ଅଭିଯାନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 09, 2019

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ ଏନ୍ଏସିରେ ପରିଣତ କରିବା ପାଇଁ ଏକ ଦସ୍ତଖତ ଅଭିଯାନ କରାଯିବା ସହ ଲୋକନୃତ୍ୟ ଦାସକାଠିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ମିଶନ ଆନୁକୁଲ୍ୟରେ ଏନ୍ଏସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଉଦଘାଟନ କରିଥିଲେ । ବଜାର ଗାନ୍ଧୀ ଛକଠାରେ ଆମ ସହର ଆମ ସ୍ବାଭିମାନ ନେଇ ଦାସକାଠି ଦଳ ସଚେତନତା ସୃଷ୍ଟି କରିବା ସହ ପଲିଥିନ ଓ ପ୍ଳାଷ୍ଟିକ ବର୍ଜନ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମେକାପ, ହରିକୃଷ୍ଣ ସାହୁ , ସନ୍ତୋଷ ମହାନ୍ତି, ସନ୍ତୋଷ ପାଢୀ, ଦୂର୍ଗା ମାଧବ ପ୍ରଧାନ, ସାହେବ ରେଡ୍ଡୀ , ପାଣ୍ଡବ ସେଠୀ, ସତ୍ୟ ନାରାୟଣ ଦାସ ସମେତ ଏନ୍ଏସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଭିନ୍ନ ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ପୁଣିଥରେ ପୋଲିସକୁ ଚକ୍କମା ଦେଇ କଏଦୀ ଫେରାର

ପୁଣିଥରେ ପୋଲିସକୁ ଚକ୍କମା ଦେଇ କଏଦୀ ଫେରାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: