ବୃକ୍ଷ ରୋପଣ କଲେ ସାଂସଦ ଆସ୍କା ପ୍ରମିଳା ବିଷୋୟୀ

August 12, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବୃକ୍ଷ ରୋପଣ କଲେ ସାଂସଦ ଆସ୍କା ପ୍ରମିଳା ବିଷୋୟୀ
Bhagyaprabha News Bureau
August 12, 2019

ହିଞ୍ଜିଳିକାଟୁରେ ଆସ୍କା ସାଂସଦଙ୍କ ପ୍ରତିନିଧି ନୀଳମଣି ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁର ରେଗିଡ଼ି ସାହିରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ ଅନୁଷ୍ଠିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ହିଞ୍ଜିଳି ବ୍ଲକର ଅଧକ୍ଷ ଏନ. ରଘୁନାଥ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଭୀମସେନ ବେହେରା, ସ୍ଥାନୀୟ ସହରର ଥିବା ଖବର କାଗଜର ସମସ୍ତ ପ୍ରତିନିଧି ଏବଂ ସ୍ଥାନୀୟ ସହରର ଥିବା ତ୍ରିରଙ୍ଗାଯୁବ ସଂଘ ଓ ଡିସକବର ହିଞ୍ଜିଳିକାଟୁ ପକ୍ଷରୁ ବୃକ୍ଷରୋପଣ କରlଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ମୃତଦେହ ଉଦ୍ଧାର

Read More...

ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: