୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା - ପାଣିପାଗ ବିଭାଗ

August 12, 2019, ଓଡ଼ିଶା, , Bhagyaprabha News Bureau
୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା  ସମ୍ଭାବନା - ପାଣିପାଗ ବିଭାଗ
Bhagyaprabha News Bureau
August 12, 2019

ଉତ୍ତର ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ନୂଆପଡା, ନବରଙ୍ଗପୁର ବଲାଙ୍ଗିର । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଉପକୂଳ ଓଡିଶାର ଅନୁଗୋଳ, ଢେଙ୍କାନାଳ, ମାଲକାନଗିରିରେ ବି ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତାକାଲି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ ,କେଦ୍ରାପଡା, କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲି ସୁଦ୍ଧା ସାରା ରାଜ୍ୟରେ ସାଧାରଣଠାରୁ ୧୧ ପ୍ରତିଶତ କମ୍ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଭାଙ୍ଗିଲା ଅସ୍ଥାୟୀ ପୋଲ :ଖମନ ଖୋଲ ପଂଚାୟତ ରେ ବନ୍ୟାପରିସ୍ଥିତି

ପୁଣି ଭାଙ୍ଗିଲା ଅସ୍ଥାୟୀ ପୋଲ :ଖମନ ଖୋଲ ପଂଚାୟତ ରେ ବନ୍ୟାପରିସ୍ଥିତି

Read More...

ନନ୍ଦନକାନନରେ  ପ୍ରିୟଙ୍କାର ମୃତ୍ୟୁ

ନନ୍ଦନକାନନରେ ପ୍ରିୟଙ୍କାର ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: