ବ୍ରହ୍ମପୁର ସବଜଜ୍ କୋର୍ଟରେ ସ୍ୱାଧୀନତା ଦିବସ ପାଳିତ

August 15, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ସବଜଜ୍ କୋର୍ଟରେ ସ୍ୱାଧୀନତା ଦିବସ ପାଳିତ
Bhagyaprabha News Bureau
August 15, 2019

୧୯୪୭ ମସିହା ଆଜିର ଦିନରେ ଆମ ଦେଶ ଭାରତ ଛୁଇଁଥିଲା ସ୍ବାଧିନତାର ସ୍ପର୍ଶ । ଏହି ଦିନକୁ ସ୍ମରଣ ରଖିବା ପାଇଁ ସମଗ୍ର ଦେଶ ପାଳୁଛି ସ୍ଵାଧୀନତା ଦିବସ । ଏହି ଅବସରରେ ବ୍ରହ୍ମପୁର ସବଜଜ୍ କୋର୍ଟ ପରିସରରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଦୌରାଜଜ ଦେବୋତ୍ତର ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥିଭାବେ ଏସଡିଜେଏମ ପୂଥୀରାଜ ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା କୋଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ସଂଘ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ଉତ୍କଳ ସଂଘ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

Read More...

୨ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

୨ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: