ଗମ୍ଭାରୀଗୋଛା ଗ୍ରାମରେ ଘଡଘଡିରେ ୧ଗୁରୁତର

August 17, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଗମ୍ଭାରୀଗୋଛା ଗ୍ରାମରେ ଘଡଘଡିରେ ୧ଗୁରୁତର
Bhagyaprabha News Bureau
August 17, 2019

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଗମ୍ଭାରୀଗୋଛା ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ଗତକାଲି ପ୍ରବଳ ବର୍ଷା ସହିତ ଘଡଘଡି ହେବା ଫଳରେ ଗମ୍ଭାରୀଗୋଛା ଗ୍ରାମର ସ୍ବର୍ଗତ ଲିଙ୍ଗରାଜ ଗୌଡ଼ ଙ୍କ ପୁତ୍ର ସୁଧୀର ଗୌଡ଼, ବୟସ 40, ଓ ସୁଧୀର ଙ୍କର ସ୍ତ୍ରୀ ନୀଳିମା ଗୌଡ଼ ସେହି ସମୟରେ ବିଲ ରେ ଧାନ ରୁଆ କାମ କଲାବେଳେ ସୁଧୀର ଙ୍କୁ ଘଡଘଡି ମାରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ବିଲ ରେ ପଡିଯାଇଥିଲେ, ତୁରନ୍ତ ସ୍ଥାନୀୟ ଲୋକେ ଉଭୟଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲ । ଡାକ୍ତର ସେଠାରେ ସୁଧୀର ଙ୍କୁ ମୃତ ଘୋଷଣା କରିଛନ୍ତି ଏବଂ ଡାକ୍ତର ନୀଳିମାର ଚିକିତ୍ସା କରୁଛନ୍ତି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସ୍ଥିର ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Read More...

ଦକ୍ଷିଣ-ପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ସ୍ୱାଧୀନତା ଦିବସ ପାଳିତ

ଦକ୍ଷିଣ-ପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: