ଜିଲ୍ଲାପାଳଙ୍କୁ ଘେରିଲେ ବନ୍ୟା ବିପନ୍ନ

August 17, 2019, ବିଶେଷ, ସୁବର୍ଣ୍ଣପୁର, Bhagyaprabha News Bureau
ଜିଲ୍ଲାପାଳଙ୍କୁ ଘେରିଲେ ବନ୍ୟା ବିପନ୍ନ
Bhagyaprabha News Bureau
August 17, 2019

ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ବନ୍ୟା ପ୍ରଭାବରେ ଘର ଦ୍ବାର ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ତରଭା ସହରରେ ବ୍ୟପକ କ୍ଷତି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଅାଯାଇପାରି ନାହିଁ । ଫଳରେ ଜିଲ୍ଲାପାଳଙ୍କୁ ଘେରିଲେ ସାଧାରଣ ଜନତା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ବନ୍ୟା ପରର ସ୍ଥିତି ପରକ୍ଷିବା ପାଇଁ ତରଭା ଯାଇଥିବାବେଳେ ବନ୍ୟା ପିଡିତଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସହରର କୁମ୍ଭାରପଡା, ନୂଆପଡା,ଚମାରପଡା ଠାରେ ଜିଲ୍ଲାପାଳଙ୍କୁ ଶତାଧିକ ମହିଳା ପୁରୁଷମାନେ ଘେରି ଉପଯୁକ୍ତ ସୁବିଧା ନ ମିଳିବା ଯାଏ ଛାଡ଼ି ବୁ ନାହିଁ ବୋଲି ଯୁକ୍ତି କରିଥିଲେ । ବହୁ ସମୟ ପରେ ପୋଲିସ ସାହାଯ୍ୟରେ ଜିଲ୍ଲାପାଳକୁ ବାହାର କରାଯାଇ ଥିଲା। ବନ୍ୟା ଛାଡିବାର ୨୪ ଘଣ୍ଟା ବିତି ଯାଇଥିଲେ ହେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳି ନଥିବା ଅଭିଯୋଗ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳି ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ହିଞ୍ଜିଳି ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Read More...

ବକ୍ସ ଅଫିସରେ ଚାଲିଛି ଦମଦାର ଲଢେଇ

ବକ୍ସ ଅଫିସରେ ଚାଲିଛି ଦମଦାର ଲଢେଇ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: