ବ୍ରହ୍ମପୁରରେ ପାଳିତ ହେଲା ବିଶ୍ୱ ଫୋଟୋଗ୍ରାଫି ଡେ

August 19, 2019, ବିଶେଷ, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁରରେ ପାଳିତ ହେଲା ବିଶ୍ୱ ଫୋଟୋଗ୍ରାଫି ଡେ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 19, 2019

ବ୍ରହ୍ମପୁର ଫୋଟୋଗ୍ରାଫର ୱେଲଫେର ଆସୋସିଏସନ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଡେ ପାଳିତ ହୋଇଯାଇଛି । ଏହି ଅବସରରେ ଆସୋସିଏସନ ପକ୍ଷରୁ ଏକ ଶୋଭାଯାତ୍ରା ଖଲ୍ଲିକୋଟ କଲେଜ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ସରିଥିଲା । ଏହାସହ ଏକ ବୈଠକ ସ୍ଥାନୀୟ ଖଳା ସାହି ୟାଦବ କଳ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସୋସିଏସନ ଆସନ୍ତା ଦିନରେ ବିଭିନ୍ନ ସାମାଜିକ କାଯ୍ୟରେ ସାମିଲ ହେବା ସହ ଫୋଟୋଗ୍ରାଫର ମାନଙ୍କର ଅସୁବିଧା ଗୁଡିକର ସମାଧାନ ଉପରେ ଧ୍ୟାନ ଦେବେ ବୋଲି ଆଲୋଚନା ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟକଙ୍କ ବାସ ଭବନରେ ଅଗ୍ନିକାଣ୍ଡ

ବିଧାୟକଙ୍କ ବାସ ଭବନରେ ଅଗ୍ନିକାଣ୍ଡ

Read More...

୫ଟି ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ଏସବିଆଇ ବ୍ୟାଙ୍କ

୫ଟି ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ଏସବିଆଇ ବ୍ୟାଙ୍କ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: