ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟର ବୈଠକ ଅନୁଷ୍ଠିତ

August 19, 2019, ବିଶେଷ, ଗଞ୍ଜାମ, Swadhina Kumar Sahu
ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟର ବୈଠକ ଅନୁଷ୍ଠିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 19, 2019

ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିନାୟକ ଆଚାର୍ଯ୍ୟଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକ ବ୍ରହ୍ମପୁରର ବରିଷ୍ଟ ଆଇନଜୀବୀ ସୁଧାଂସୁ ପତିଙ୍କ ଅଫିସରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଅଗଷ୍ଠ ୩୦ ତାରିଖରେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳନ ହେବ ବୋଲି ନିଷ୍ପତି ନିଆ ଯାଇଥିଲା । ଉକ୍ତ ବୈଠକରେ ଡ.ସୁଧାଂସୁ ପତି ସଭାପତିତ୍ୱ କରିଥିବା ବେଳେ ଟ୍ରଷ୍ଟର ଉପ-ସଭାପତି ସୁବାସ ମହାରଣା,ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସଂଯୋଜକ ସୁଜୟ କୁମାର ଆଚାର୍ଯ୍ୟ ଏବଂ ସ୍ୱର୍ଗତ ଆଚାର୍ଯ୍ୟଙ୍କ ସୁପୁତ୍ର ଶିଶିର କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିନା ସୂଚନା ଫଳକ ରେ ଚାଲିଛି  ହିଞ୍ଜିଳି ର ନୂତନ ବସଷ୍ଟାଣ୍ଡ କାମ

ବିନା ସୂଚନା ଫଳକ ରେ ଚାଲିଛି ହିଞ୍ଜିଳି ର ନୂତନ ବସଷ୍ଟାଣ୍ଡ କାମ

Read More...

ଗଜପତି ଏସକେସିଜିରେ କଲେଜ ଛାତ୍ର ଅଶାନ୍ତି

ଗଜପତି ଏସକେସିଜିରେ କଲେଜ ଛାତ୍ର ଅଶାନ୍ତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: