ଆଜି ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ

August 20, 2019, ଦେଶଦୁନିଆ, , Bhagyaprabha News Bureau
ଆଜି ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ
Bhagyaprabha News Bureau
August 20, 2019

ଆଜି ହେଉଛି ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ । ଆଜିର ଦିନରେ ଭାରତର ପ୍ରତିଟି ନାଗରିକ ଏହି ମହାନ ଜନନାୟକଙ୍କୁ ମନେ ପକାଉଛନ୍ତି । ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳ ବୀରଭୂମି ଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୋନିଆ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧି, ଗୁଲାମ ନବୀ ଆଜାଦ୍‌, ଅହମ୍ମଦ ପଟେଲ , ଭୁପେନ୍ଦ୍ର ସିଂ ହୁଡ଼ାଙ୍କ ସମେତ ବହୁ କଂଗ୍ରେସ ନେତା ତାଙ୍କ ସମାଧୀ ପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଚନାଯୋଗ୍ୟ, ୧୯୪୪ ମସିହା ଅଗଷ୍ଟ ୨୦ ରେ ଜନ୍ମଗ୍ରହଣ କରିଥିବା ରାଜୀବ ୧୯୮୪ ମସିହାରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

Read More...

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଘଣ୍ଟଯାତ୍ରା

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଘଣ୍ଟଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: