ରାଜସ୍ଥାନରେ ବାୟୁସେନାର ଟ୍ରକ ଦୁର୍ଘଟଣା ଗ୍ରସ୍ତ ତିନି ମୃତ

August 21, 2019, ଦେଶଦୁନିଆ, , Bhagyaprabha News Bureau
ରାଜସ୍ଥାନରେ ବାୟୁସେନାର ଟ୍ରକ ଦୁର୍ଘଟଣା ଗ୍ରସ୍ତ ତିନି ମୃତ
Bhagyaprabha News Bureau
August 21, 2019

ରାଜସ୍ଥାନରେ ଭାରତୀୟ ବାୟୁସେନାର ଏକ ଟ୍ରକ ଚୌହଟନ ଜିଲ୍ଲାର କସବେରେ ଟପ୍ ହିଲରୁ ଘାଟି ତଳକୁ ପ୍ରାୟ ୧୦୦ଫୁଟ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ବାୟୁସେନାର ତିନି ଯବାନଙ୍କ ମୃତ୍ୟୁ ଘଟିଥିବା ସହ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ରାଜକୀୟ ମେଡିକାଲରେ ଭର୍ତି କରାଯାଇଛି । ଖବର ପାଇବାପରେ ବାୟୁସେନାର ବାଡମେରା ପ୍ରଭାରୀ ସଚିବ ବିଣା ପ୍ରଧାନ୍‌, ଏସପି ଶିବରାଜ ମୀନା, ଜିଲ୍ଲାପାଳ ହିମାଂସୁ ଗୁପ୍ତା ମେଡିକାଲରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରୀ ବୁଝିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଆ ଆଡ୍ଡା ଉପରେ ଚଢାଉ ୧୨ଜଣ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ ୧୨ଜଣ ଗିରଫ

Read More...

ସରକାରୀ ସହାୟତା ଅପେକ୍ଷାରେ ଶଙ୍କରଙ୍କ ପରିବାର

ସରକାରୀ ସହାୟତା ଅପେକ୍ଷାରେ ଶଙ୍କରଙ୍କ ପରିବାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: