ପି. ଚିଦାମ୍ବରମ୍‌ଙ୍କୁ ରିମାଣ୍ଡରେ ନେଲା ସିବିଆଇ

August 23, 2019, ଦେଶଦୁନିଆ, , Bhagyaprabha News Bureau
ପି. ଚିଦାମ୍ବରମ୍‌ଙ୍କୁ ରିମାଣ୍ଡରେ ନେଲା ସିବିଆଇ
Bhagyaprabha News Bureau
August 23, 2019

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସିବିଆଇ ।ଚିଦାମ୍ବରମ୍‌ଙ୍କୁ ତିନିଟି ପର୍ଯ୍ୟାୟରେ ପଚରାଉରା କରାଯିବ ।ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ ବେଳେ ସାମ୍ନାକୁ ଆସିଥିବା ଅଭିଯୁକ୍ତ, ସାକ୍ଷୀ ଓ ପ୍ରମାଣ ଆଧାରରେ ପଚରାଉଚରା କରାଯିବାବେଳେ ତୀୟ ପର୍ଯ୍ୟାୟରେ ଦସ୍ତାବିଜ୍‌ ଦେଖାଯାଇ ଚିଦାମ୍ବରମ୍‌ଙ୍କୁ ପ୍ରଶ୍ନ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଆବଶ୍ୟକ ହେଲେ କିଛି ଲୋକଙ୍କୁ ଚିଦାମ୍ବରମ୍‌ଙ୍କ ସହ ସମ୍ନାସାମ୍ନି ଜେରା କରାଯାଇପାରେ । ସୁଚନାଯୋଗ୍ୟ, ଗୁରୁବାର ରାତିରେ ସିବିଆଇ ଚିଦାମ୍ବରମ୍‌ଙ୍କୁ FIPB ଆପ୍ରୁଭାଲ ଓ INXମିଡିଆ ସହ ଜଡ଼ିତ କିଛି ପ୍ରଶ୍ନ କରିଥିଲା । ଗତକାଲି କୋର୍ଟ ଚିଦାମ୍ବରମ୍‌କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ଏହାକୁ ବିରୋଧ କରିଥିଲେ ଚିଦାମ୍ବରମ୍‌ଙ୍କ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି । ଶୁଣାଣି ପରେ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଦ୍ଧ କଲା ଅଲ ଇଣ୍ଡିଆ ଡିଏସଓ

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଦ୍ଧ କଲା ଅଲ ଇଣ୍ଡିଆ ଡିଏସଓ

Read More...

ରାସ୍ତାକଡରେ ସନ୍ତାନ ପ୍ରସବ କଲେ ମହିଳା

ରାସ୍ତାକଡରେ ସନ୍ତାନ ପ୍ରସବ କଲେ ମହିଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: