ପାଟପୁର ସିଣ୍ଡିକେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ

August 23, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ପାଟପୁର ସିଣ୍ଡିକେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ
Bhagyaprabha News Bureau
August 23, 2019

ପାଟପୁର ବସଷ୍ଟାଣ୍ଡ ପୋଲିସ ଥାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କରେ ଆଜି ଅପରାହ୍ନରେ ବିଦ୍ୟୁତ୍ ସର୍ଟ୍ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣା ଯାଇଅଛି । ଆଜି ଜନ୍ମାଷ୍ଟମୀ ସରକାରୀ ଛୁଟି ଯୋଗୁଁ ବ୍ୟାଙ୍କ୍ ବନ୍ଦ ରହିଥିଲା ।କୌଣସି କାରଣରୁ ନିଆଁ ଲାଗିଥିବାରୁ ଭେନ୍ତିଲେଟର ଦେଇ ଧୂଆଁ ବାହାରି ପୋଡ଼ାଗନ୍ଧ ରୁ ରାସ୍ତାରେ ଯାଉଥିବା ଲୋକମାନେ ଜାଣିପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ପାଟପୁର ରହୁଥିବା ଜନୈକ କର୍ମଚାରୀ ଖବର ପାଇ ଆସି ବ୍ୟାଙ୍କ୍ ଦୁଆର ଖୋଲିଥିଲେ ।ଜନସାଧାରଣଙ୍କ ସହାୟତାରେ ରୁଦ୍ଧ କୋଠରୀର ବିଦ୍ୟୁତ୍ ସଂଯୋଗ କରିଥିଲେ ।ଧୂଆଁ ମୟ ବ୍ୟାଙ୍କ ଘରେ ଅଗ୍ନିଶମ ବିଭାଗ ପ୍ରବେଶ କରି ଅନୁଧ୍ୟାନ କରିଥିଲା ।ସର୍ଟ୍‌ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସହ ବ୍ୟାଙ୍କ୍ ର ଗୋଟିଏ ଟେବୁଲର କମ୍ପୁଟର ସିଷ୍ଟମ ସହ ଫେନ୍ ,ଟେବୁଲ୍ ଓ ଦରକାରୀ ବ୍ୟାଙ୍କ୍ ଫାଇଲ ପୋଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦନ କାଠ ଚୋରି ରାକେଟ ଠାବ ପାଞ୍ଚ ଗିରଫ

ଚନ୍ଦନ କାଠ ଚୋରି ରାକେଟ ଠାବ ପାଞ୍ଚ ଗିରଫ

Read More...

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ମେଡିକାଲ ରେ ଫଳ ବଣ୍ଟନ

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ମେଡିକାଲ ରେ ଫଳ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: