ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଲେ ବ୍ରହ୍ମପୁର ଦୁଇ ଡାକ୍ତର

August 24, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
 ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଲେ ବ୍ରହ୍ମପୁର ଦୁଇ ଡାକ୍ତର
Bhagyaprabha News Bureau
August 24, 2019

ରାଜ୍ୟର ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଲେ ବ୍ରହ୍ମପୁର ଦୁଇ ଡାକ୍ତର ।ଶୁକ୍ରବାର ବ୍ରହ୍ମପୁରସ୍ଥିତ କୋର୍ଟପଟା ଛକ ନିକଟରେ ମହିଳାଙ୍କୁ ପ୍ରସୁତି କରିଥିବା ଦୁଇ ଜଣ ଡାକ୍ତର ଡା. ଦେବଦର୍ଶନୀ ସାହୁ ଓ ଡା. ରୌନକ ଗାନ୍ଧୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପକ୍ଷରୁ ଆଜି ସମ୍ବୋର୍ଦ୍ଧିତ କରାଯାଇଛି । ବର୍ତ୍ତମାନ ସମୟରେ ଡାକ୍ତରମାନେ ନିଜର କର୍ତ୍ତବ୍ୟରେ ଅବହେଳା କରୁଥିବାବେଳେ ଡା. ଦେବଦର୍ଶନୀ ଓ ଡା. ରୌନକ ସମଗ୍ର ଡାକ୍ତରଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ରାଧା ମାଧବ ତ୍ରୀପାଠୀ ଓ ଏମକେସିଜି ମେଡିକାଲ ଅଧ୍ୟକ୍ଷକ ଡାକ୍ତର ଚରଣ ପଣ୍ଡା



ଉଭୟ ଡାକ୍ତରଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକପ୍ରକାଶ

ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକପ୍ରକାଶ

Read More...

ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ପିଲାମାନଙ୍କ ମାର୍କ କଟିବ- ପିନାକ ମିଶ୍ର

ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ପିଲାମାନଙ୍କ ମାର୍କ କଟିବ- ପିନାକ ମିଶ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: