ଉମାନଗର ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଦାବୀ .

August 27, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଉମାନଗର ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଦାବୀ .
Bhagyaprabha News Bureau
August 27, 2019

ବ୍ରହ୍ମପୁର ମହାନଗର ନିଗମର ୩୬ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଅଞ୍ଚଳର ଉମାନଗର ଚତୁର୍ଥ ଲାଇନରେ ଦୀର୍ଘ ୧୭ ବର୍ଷ ରୁ ଏଠାର ବାସିନ୍ଦା ନିୟମିତ ଭାବେ ପ୍ରତି ନିର୍ବାଚନରେ ଭୋଟ ଦେଇ ଜଣେ ଜଣେ ସଚେତନ ନାଗରିକର କର୍ତବ୍ୟ ପାଳନ କରୁଥିବାବେଳେ ଉକ୍ତ ସାହିରେ ଆଜି ସୁଦ୍ଧା ଭଲ ରାସ୍ତାଟିଏ ହୋଇ ପାରି ନାହିଁ l ଅନେକ ବର୍ଷ ପରେ ଗତ ମାର୍ଚ୍ଚମାସ ପହିଲାରେ ତରବରିଆ ଭାବେ ରାସ୍ତା କାମର ଉଦଘାଟନ କରାଯାଇଥିବା ବେଳେ ଏହାର ଛଅ ମାସ ବିତିଯିବାକୁ ଯାଉଥିବା ସତ୍ୱେ ରାସ୍ତାରେ ମାଟି ମୁଠାଏ ମଧ୍ୟ ନ ପଡିବା ଅଞ୍ଚଳବାସୀ ଙ୍କୁ ନିରାଶ କରିଛି l ପାନୀୟ ଜଳ କଥା ବାରମ୍ବାର ଜନସ୍ୱାସ୍ଥ୍ୟ ବିଭାଗ କୁ ଜଣାଯାଇଥିଲେ ବି ଜାନିବିଲିରୁ ପାଣି ଆସିବ ବୋଲି କହୁଛନ୍ତି ହେଲେ ପାଇପ ପଡ଼ି ପାରିନାହିଁ କି ଖୋଳାଯାଇନାହିଁ l ଏଣିକି ପ୍ରତିଶୃତି ପରେ ପ୍ରତିଶୃତି ଶୁଣି ସ୍ଥନୀୟ ବାସିନ୍ଦା ଏହାର ସ୍ଥାୟୀ ସମାଧାନ ପାଇଁ ମହାନଗର ନିଗମ ଓ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବୀ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୀରାକୁଦରୁ ଖୋଲିଲା ଆଉ ୪ଟି ଗେଟ୍

ହୀରାକୁଦରୁ ଖୋଲିଲା ଆଉ ୪ଟି ଗେଟ୍

Read More...

ଅବାଧ ମଦ ବିକ୍ରୀକୁ ବିରୋଦ୍ଧ କରି ଥାନା  ଘେରାଉ

ଅବାଧ ମଦ ବିକ୍ରୀକୁ ବିରୋଦ୍ଧ କରି ଥାନା ଘେରାଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: