ଜମ୍ମୁ-କଶ୍ମୀର ସଂକ୍ରାନ୍ତୟ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

August 28, 2019, ଦେଶଦୁନିଆ, , Bhagyaprabha News Bureau
ଜମ୍ମୁ-କଶ୍ମୀର ସଂକ୍ରାନ୍ତୟ  ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
Bhagyaprabha News Bureau
August 28, 2019

ଆଜି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତି କେମିତି ରହିଛି ଏବଂ ଯୋଗାଯୋଗ ବ୍ୟବସ୍ଥା ସୁଧୁରିଲାଣି କି ନାହିଁ, ଏସବୁ ବିଷୟରେ ପ୍ରଶାସନ ବିସ୍ତୃତ ତଥ୍ୟ ଦେବ। ସୁପ୍ରିମକୋର୍ଟ ଏହି ରିପୋର୍ଟ ପାଇବା ପରେ ଶୁଣାଣି ଆରମ୍ଭ କରିବେ।ସେପଟେ ଆଜି କେନ୍ଦ୍ର କ୍ୟାବିନେଟର ବୈଠକ ବି ବସିବାକୁ ଯାଉଛି । କ୍ୟାବିନେଟ୍ ରେ ମୋଦି ସରକାର କାଶ୍ମୀର ପାଇଁ କିଛି ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଜାମ୍ମୁ କାଶ୍ମୀରର ବିକାଶ ପାଇଁ ନୂଆ ନୀତି ଅନୁସାରେ କେନ୍ଦ୍ର ପକ୍ଷରୁ ଏହି ବଡ ଘୋଷଣା ହେବାର ସମ୍ଭାବନା ରହିଛି । ଅପରାହ୍ନ ୪ଟାରେ କେନ୍ଦ୍ର କ୍ୟାବିନେଟ୍ ର ବୈଠକ ବସିବ । କ୍ୟାବିନେଟ୍ ବୈଠକ ପରେ ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ପରିଷଦର ବୈଠକ ବସିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଜଲ୍ଡ ଖରାପ ହେଲେ ଶିକ୍ଷକ ଦାୟୀ

ରେଜଲ୍ଡ ଖରାପ ହେଲେ ଶିକ୍ଷକ ଦାୟୀ

Read More...

ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି ରାମେୟାପାଟଣା ଗାଁ

ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି ରାମେୟାପାଟଣା ଗାଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: