ବ୍ରହ୍ମପୁର-ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ

August 29, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର-ଭିଜିଲାନ୍ସ ଜାଲରେ ସହକାରୀ  ଶିକ୍ଷକ
Bhagyaprabha News Bureau
August 29, 2019

ବ୍ରହ୍ମପୁରସ୍ଥିତ ଗଞ୍ଜୁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସଦାନନ୍ଦ ପାଢୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରୁିଥିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମପୁର ଆଙ୍କୁଲିସ୍ଥିତ ଗୋବିନ୍ଦ ନଗରରେ ଥିବା ତାଙ୍କ କୋଠାରେ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି ।


1567069315.jpg


ଏହା ସହିତ ଆଙ୍କୁଲିସ୍ଥିତ ବାସଗୃହ ଓ ତାଙ୍କ ପୈତ୍ରିକ ବାସଗୃହ ଉପରେ ପୋଲିସ ଚଢାଉ କରିବାସହ ତାଙ୍କର ସମ୍ପର୍କୀୟଙ୍କ ଉପରେ ନଜର ରଖିଛି ଭିଜିଲାନ୍ସ । ଜଣେ ଶିକ୍ଷକ ହୋଇ ଏତେ ଟଙ୍କା କିପରି ଠୁଳ କଲେ ତାହା ଅନୁଧ୍ୟାନ କରାଯାଉଛି ବୋଲି ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଲି ବିଜେପି ପକ୍ଷରୁ ଜେଟଲିଙ୍କ ନିମନ୍ତେ ସ୍ମୃତି ସଭା

ହିଞ୍ଜିଲି ବିଜେପି ପକ୍ଷରୁ ଜେଟଲିଙ୍କ ନିମନ୍ତେ ସ୍ମୃତି ସଭା

Read More...

ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: