ସପ୍ତଗିରି ଉଲ୍ଲାକା ଲମାତାପୁଟ ବ୍ଲକ ଗସ୍ତ

August 30, 2019, ବିଶେଷ, ରାୟଗଡ଼ା, Hari Narayan Das
ସପ୍ତଗିରି ଉଲ୍ଲାକା ଲମାତାପୁଟ ବ୍ଲକ ଗସ୍ତ
Hari Narayan Das
[ Reporter, Rayagada ]
Bhagyaprabha News Bureau
August 30, 2019

ମାନ୍ୟବର ସାଂସଦ କୋରାପୁଟ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା ଲମାତା ପୁଟ ବ୍ଲକ ଗସ୍ତ କରି ଅଞ୍ଚଳର ମୌଳିକ ସମସ୍ୟା ସମ୍ପର୍କ ରେ କର୍ମୀ ଙ୍କ ସହ ଆଲୋଚନା କରି ଥିଲେ l ବ୍ଲକ ରେ ଆୟୋଜନ ହୋଇ ଥିବା ଆବାସ ମେଳାରେ ଯୋଗ ଦେଇ 15ଟି ପଞ୍ଚାୟତ ରୁ 462 ଜଣ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ କାର୍ଯ୍ୟଧେଶ, 7 ଜଣ ଭିନ୍ନକ୍ଷମ ଙ୍କୁ ତିନି ଚକିଆ ସାଇକେଲ ଓ 14ଜଣଙ୍କୁ Wheel Chair ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ସରକାରୀ କର୍ମଚାରୀ, ମାନ୍ୟବର ବିଧାୟକ କୋରାପୁଟ, ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ତୁଳସୀ କିରାସାନି ଙ୍କୁ ସମସ୍ତେ ଏକ ହୋଇ ବ୍ଲକ ଓ ଜିଲ୍ଲା ର ବିକାଶ ପାଇଁ କାର୍ଯ୍ୟ କରିବାକୁ ମାନ୍ୟବର ସାଂସଦ ଉତ୍ସାହିତ କରିଥିଲେ l ସ୍ଥାନୀୟ +3 ମହା ବିଦ୍ୟାଳୟ ଓ ଡ଼. ଆମ୍ବେଦକର +2 ବିଦ୍ୟାଳୟ ପରିଦର୍ଶନ କରି ଏହା ବିକାଶ ପାଇଁ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l ସିନ୍ଧି ପୁଟ ଘାଟ ପରିଦର୍ଶନ କରି ସେଠାରେ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରି ଥିବା କଥା କହିଥିଲେ l ନିକଟରେ ସରକାର ଙ୍କୁ ଏକ ଚିଠି ଲେଖି ମାନ୍ୟବର ସହ ସାଂସଦ ସେତୁ ଶିଘ୍ର ତିଆରି ପାଇଁ ନିବେଦନ କରିଛନ୍ତି l ସରକାର କି ପଦକ୍ଷେପ ନେବେ ଦେଖିବା କୁ ରହିଲା l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତେନ୍ତୁଲି ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ତେନ୍ତୁଲି ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Read More...

ନିମ୍ନ ମାନର ମଧ୍ୟାନ୍ନ ଭୋଜନ ଦିଆ ଯାଇଥିବା ଅଭିଯୋଗ

ନିମ୍ନ ମାନର ମଧ୍ୟାନ୍ନ ଭୋଜନ ଦିଆ ଯାଇଥିବା ଅଭିଯୋଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: