ବଦଳିଲେ ୫ଟି ରାଜ୍ୟର ରାଜ୍ୟପାଳ

September 01, 2019, ଦେଶଦୁନିଆ, , Bhagyaprabha News Bureau
ବଦଳିଲେ ୫ଟି ରାଜ୍ୟର ରାଜ୍ୟପାଳ
Bhagyaprabha News Bureau
September 01, 2019

ବଦଳିଲେ ପାଞ୍ଚଟି ରାଜ୍ୟର ରାଜ୍ୟପାଳ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତୁ ନଜର ପକାଇବା କାହାକୁ କେଉଁ ରାଜ୍ୟକୁ ବଦଳି କରିଛନ୍ତି ରାଷ୍ଟ୍ରପତି :-
1. କଲ୍ୟାଣ ସିଂହଙ୍କ ବଦଳରେ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶରୁ ରାଜସ୍ଥାନକୁ ବଦଳି କରାଯାଇଛି ।
2. ସେହିଭଳି କଲରାଜଙ୍କ ପରିବର୍ତ୍ତେ ହିମାଳଚ ପ୍ରଦେଶର ରାଜ୍ୟପାଳ ହୋଇଛନ୍ତି ବନ୍ଦାରୁ ଦତ୍ତାତ୍ରେୟ ।
3. ତେଲେଙ୍ଗାନାର ରାଜ୍ୟପାଳ ଇ ଏସ୍‌ ଏଲ୍‌ ନରସିଂହଙ୍କ ପରିବର୍ତେ ଡକ୍ଟର୍‌ ତାମିଲିସାଇ ସୌନ୍ଦରରାଜନ ନୂତନ ରାଜ୍ୟପାଳ ହୋଇଛନ୍ତି ।
4. ବିଦ୍ୟାସାଗର ରାଓଙ୍କ ସ୍ଥାନରେ ମହାରାଷ୍ଟ୍ରର ନୂତନ ରାଜ୍ୟପାଳ ହୋଇଛନ୍ତି ଭଗତ ସିଂହ କୋଶ୍ୟାରି ।
5. କେରଳରେ ପି. ସାତଶିବମ୍‌ଙ୍କ ସ୍ଥାନରେ ନୂତନ ରାଜ୍ୟପାଳ ହେବେ ଅରିଫ୍‌ ମହମ୍ମଦ ଖାଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର ପ୍ରାଥମିକ ସଦସ୍ୟତା ଅଭିଯାନ ଆରମ୍ଭ

ବିଜେଡିର ପ୍ରାଥମିକ ସଦସ୍ୟତା ଅଭିଯାନ ଆରମ୍ଭ

Read More...

ବକ୍ସ ଅଫିସରେ ଆଗେଇ ଚାଲିଛି ସାହୋ

ବକ୍ସ ଅଫିସରେ ଆଗେଇ ଚାଲିଛି ସାହୋ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: