ନାଗିନ ଫ୍ରେଣ୍ଡସ ପକ୍ଷରୁ ଆୟୋଜିତ ଶ୍ରୀ ଗଣେଷ ପୂଜା।

September 03, 2019, ବିଶେଷ, ରାୟଗଡ଼ା, Hari Narayan Das
ନାଗିନ ଫ୍ରେଣ୍ଡସ ପକ୍ଷରୁ ଆୟୋଜିତ ଶ୍ରୀ ଗଣେଷ ପୂଜା।
Hari Narayan Das
[ Reporter, Rayagada ]
Bhagyaprabha News Bureau
September 03, 2019

ଶ୍ରୀ ଗଣେଷ ଚତୁର୍ଥୀକୁ ନେଇ ସାରା ରାୟଗଡ ସହର ଉତ୍ସବ ମୁଖର ହୋଇପଡିଛି । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ମଧ୍ୟ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନ୍ୟିୁକଲୋନୀ ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ (ଏମ.ଆଇ.ଡିଭିଜନ)ପରିସରରେ ରହିଥିବା ଶ୍ରୀ ଗଣେଷଙ୍କ ମନ୍ଦିରରେ ନାଗିନ୍ ଫ୍ରେଣ୍ଡସ ପୂଜା କମିଟି ପକ୍ଷରୁ ପୂଜା ପାଳିତ ହୋଇଯାଇଛି । ଗଣେଷଙ୍କ ମନ୍ଦିରକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯିବା ସହ ସୁନ୍ଦର ମୃଣ୍ମୟୀ ମୂର୍ତି ପୂଜା ନିମନ୍ତେ ବସାଯାଇଥିଲା । ପୂଜା କମିଟି ପକ୍ଷରୁ ୫ଦିନ ଧରି ପୂଜା ଅନୁଷ୍ଠିତ ହେବା ନେଇ ହରି ନାରାୟଣ ଦାସ, ସୁଧାକର ଦାଶ, ମୋକ୍ସିତ ସାଇ,ହିମାଂଶୁ ନାୟକ, ମାଧବ ମହାଙ୍କୁଡ, ନିକୁ ମହାଙ୍କୁଡ, ଟି.ମହେଶ, ଗୈାରୀ ପଟ୍ଟନାୟକ, ଅନିଲ ପଟ୍ଟନାୟକ, କ୍ରିଷ୍ଣା ଗୈାଡ, ଶିବା, ବିରଂଚି ମିଶ୍ର, ୱାଇ ଅର୍ଚୁତା, ସନ୍ତୋଷ ସ୍ୱାଇଁ ପ୍ରମୁଖ ସଭ୍ୟମାନେ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳିତ

ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳିତ

Read More...

କଣ୍ଟିଆଗଡ଼ରେ ଗଣେଶ ପୂଜା

କଣ୍ଟିଆଗଡ଼ରେ ଗଣେଶ ପୂଜା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: