ବେଳାଭୂମିରେ ନୂଆଁଖାଇର ଶୁଭେଚ୍ଛା

September 03, 2019, ଓଡ଼ିଶା, , Bhagyaprabha News Bureau
ବେଳାଭୂମିରେ ନୂଆଁଖାଇର ଶୁଭେଚ୍ଛା
Bhagyaprabha News Bureau
September 03, 2019

ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହେଉଛି ନୂଆଁଖାଇ । ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଆଶ୍ରିବାଦ କାମନା କରି ପୁରୀ ବେଳାଭୂମିରେ ଏକ ବାଲୁକା ଶିଳ୍ପ ଅଙ୍କନ କରିଛନ୍ତି ।କୃଷି ଭତ୍ତିକ ଏହି ଗଣପର୍ବକୁ ପଶ୍ଚିମ ଓଡିଶାର ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଆଡମ୍ବରରେ ପାଳନ କରିଥାନ୍ତି । ଆଜି ପଶ୍ଚିମ ଓଡିଶାର ଭାଇଭଉଣୀ ଇଷ୍ଟ ଦେବୀଙ୍କୁ ନବାନ୍ନ ଅର୍ପଣ କରି ନୂଆ ଖାଇବେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି  ନୂଆଁଖାଇ , ପଶ୍ଚିମ ଓଡିଶା ଉତ୍ସବମୁଖର

ଆଜି ନୂଆଁଖାଇ , ପଶ୍ଚିମ ଓଡିଶା ଉତ୍ସବମୁଖର

Read More...

ବଲିଉଡରେ ଗଣେଷଙ୍କ ଆରଧନା

ବଲିଉଡରେ ଗଣେଷଙ୍କ ଆରଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: