ବିନାୟକ ଯୁବକସଂଘ ପକ୍ଷରୁ ପଲ୍ଲୀଗୁମୁଳା ଗ୍ରାମରେ ଗଣେଶ ପୂଜା ପାଳନ

September 04, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
 ବିନାୟକ ଯୁବକସଂଘ ପକ୍ଷରୁ ପଲ୍ଲୀଗୁମୁଳା ଗ୍ରାମରେ ଗଣେଶ ପୂଜା ପାଳନ
Bhagyaprabha News Bureau
September 04, 2019

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ପଲୀଗୁମୁଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନାୟକ ଯୁବକ ସଂଘ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ପ୍ରଭୁ ବିଘ୍ନରାଜ ଚତୁର୍ଥୀ । କମିଟି ସଭାପତି ଶ୍ରୀକାନ୍ତ ପାତ୍ର ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରଭୁ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷାରେ ବେହାଲ ସୁବର୍ଣ୍ଣପୁର

ବର୍ଷାରେ ବେହାଲ ସୁବର୍ଣ୍ଣପୁର

Read More...

ନିଜର କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ , ସ୍ୱାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା

ନିଜର କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ , ସ୍ୱାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: