ବେଆଇନ ଗଞ୍ଜେଇ ଜବତ, ୨ ଗିରଫ

September 04, 2019, ଓଡ଼ିଶା, , Bhagyaprabha News Bureau
ବେଆଇନ ଗଞ୍ଜେଇ ଜବତ, ୨ ଗିରଫ
Bhagyaprabha News Bureau
September 04, 2019

ଓଡିଶା ସୀମାନ୍ତରୁ ଦୁଇ ବେଆଇନ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ । ଗିରଫ ୨ଜଣ ହେଲେ ଫରିଦାବାଦ ର ରୁଷମ ଯାଦବ ଏବଂ ବିହାରର ଗନ୍ଦୁ ଚୌଧରୀ । ସେମାନଙ୍କ ନିକଟରୁ ପ୍ରାୟ ୧୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏକ ବୋଲେର ଗାଡିର ପଛ ସିଟ୍ ତଳେ ରଖି ଏହି ସବୁ ଗଞ୍ଜେଇ ଚାଲାଣ ହେଉଥିଲା । ଚାଲାଣ ବେଳେ ଚୋରା ଗଞ୍ଜେଇ ସହ ୨ ବେପାରୀକୁ ଧରିଛି ଝାଡଖଣ୍ଡ ପୋଲିସ । ଓଡିଶାର ଅନୁଗୁଳ ଜିଲ୍ଲାରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯାଞ୍ଚ ବେଳେ ଜଣାପଡିଛି ।ଓଡ଼ିଶା ଦେଇ ଝାରଖଣ୍ଡ ଏବଂ ବିହାରକୁ ବଢୁଛି ବେଆଇନ ଗଞ୍ଜେଇ ବେପାର । କେବଳ ଗଞ୍ଜେଇ ନୁହେଁ ଡ୍ରଗ୍ସ ପରି ନିଶା ଦ୍ରବ୍ୟର ସୁରକ୍ଷିତ ରାସ୍ତା ପାଲଟିଛି ଓଡିଶାରୁ ଝାଡ଼ଖଣ୍ଡ ବିହାର ଭାୟା ସୁନ୍ଦରଗଡ ଜିଲ୍ଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଲୋଚନା

ଆଜି କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଲୋଚନା

Read More...

ଦ୍ବିତୀୟ ଦିନ ପୁଣି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

ଦ୍ବିତୀୟ ଦିନ ପୁଣି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: