ବାଇକ୍ରୁ ଖସି ଜଣେ ଗୁରୁତର ଆହତ

September 06, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ବାଇକ୍ରୁ ଖସି ଜଣେ ଗୁରୁତର ଆହତ
Bhagyaprabha News Bureau
September 06, 2019

ଦିଗପହଣ୍ଡି ଥାନା ଅଧିନସ୍ଥ ପଦ୍ମନାଭପୁର ଓଡାସିଙ୍ଗି ଗ୍ରାମ ମଧ୍ୟ ରାସ୍ତାରେ ବାଇକ୍ରୁ ଖସିଯାଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେହେଲେ ଚୁଡଙ୍ଗପୁର ଗ୍ରାମର ବିଜୟ ନାୟକ । ବିଜୟ ନିଜ ବାଇକ୍ ନଂ ଓଡି ୦୭ ଜେଡ୍ ୧୦୨୯କୁ ନେଇ ଗୁହାଳପୁର ଗ୍ରାମରୁ ଦିଗପହଣ୍ଡି ଅଭିମୂଖେ ଯାତ୍ରା କରୁଥିଲେ । ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ଭିଜିଯାଇ ରହିଥିବା ବେଳେ ହଠାତ୍ ଭାରସାମ୍ୟ ରଖିନପାରି ବାଇକ୍ଟି ରାସ୍ତା ଉପରେ ଖସିଯାଇ ରାସ୍ତା ପାଶ୍ୱର୍ରେ ରହିଥିବା ଗାର୍ଡ ୱାଲ୍ ପାର କରି ଜମି ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଦ୍ଧାର ହେଲା ଛଅ ଫୁଟର ନାଗ ଖାଇଥିଲା ଆଉ ଏକ ନାଗକୁ

ଉଦ୍ଧାର ହେଲା ଛଅ ଫୁଟର ନାଗ ଖାଇଥିଲା ଆଉ ଏକ ନାଗକୁ

Read More...

ଶ୍ରୀ ଅଭିରାମ ମିଳନ ମନ୍ଦିରର ବାର୍ଷିକ ଉତ୍ସବ

ଶ୍ରୀ ଅଭିରାମ ମିଳନ ମନ୍ଦିରର ବାର୍ଷିକ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: