ନାଗରିକତ୍ୱ ବିଲ ଉପରେ ମତ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ

February 09, 2019, ରାଜନୀତି, , Bhagyaprabha News Bureau
ନାଗରିକତ୍ୱ ବିଲ ଉପରେ ମତ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ
Bhagyaprabha News Bureau
February 09, 2019

ସିଟିଜେନ୍ ସିପ୍‌ ସଂସୋଧନ ବିଲ ବା ନାଗରିକତ୍ୱ ସଂସୋଧନ ବିଲ ୨୦୧୬କୁ ନେଇ ସମଗ୍ର ଉତ୍ତର ପୂର୍ବ ଭାରତ ଜଳୁଥିଲାବେଳେ ଏ ନେଇ ମତ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ପ୍ରସଙ୍ଗକୁ ନେଇ ଆସାମର କିଛି ଗଣ ସଂଗଠନ ମୋଦୀଙ୍କୁ ବିରୋଦ୍ଧ କରିବା ପରେ ଏହି ବିଲ୍‌କୁ ନେଇ ଅପପ୍ରଚାର କରାଯାଉଥିବା ବୋଲି ମୋଦୀ ଇଭିଯୋଗ କରିଛନ୍ତି । ସେ କହିଛନ୍ତି ଆସାମ ଏବଂ ସମଗ୍ର ଭାରତବର୍ଷରେ ଅନୁପ୍ରବେସକାରୀଙ୍କ ସ୍ଥାନ ନାହିଁ । ବିଭିନ୍ନ ବାଧା ଓ ପ୍ରତିରୋଧ ସତ୍ତ୍ୱେ ସମଗ୍ର ଉତ୍ତର ପୂର୍ବର ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ ତାଙ୍କ ସରକାର ବଦ୍ଧପରିକର । ସେ ଅଭିଯୋଗ ଆଣିଛନ୍ତି ଯେଉଁମାନେ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି, ଆସାମକୁ ଧ୍ୱକା ଦେଇଛନ୍ତି, ସେହମାନେ ହିଁ ଏହି ବିଲ ବାବଦରେ ଇପ ପ୍ରଚାର କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀର ଏସି ରୁମରେ ବସି ଆମ ସହିତ ସଂସଦ ରେ ଲଢୁଥିବା ଲୋକହିଁ ଆସାମ ଚୁକ୍ତି ବିରୁଦ୍ଧରେ ଏଭଳି ଅପପ୍ରଚାର କରୁଛନ୍ତି । କିନ୍ତୁ ଆସାମ ବାସୀ ଏବଂ ସମଗ୍ର ଉତ୍ତରପୂର୍ବ ଭାରତର ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବିଜେପି ସରକାର ପ୍ରତିଜ୍ଞାବଦ୍ଧ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାର୍ଚ୍ଚ ୩୧ରୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନ ବନ୍ଦର

ମାର୍ଚ୍ଚ ୩୧ରୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନ ବନ୍ଦର

Read More...

ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧ କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧ କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: