ପିପିଲି ବାରିମୂଳରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

January 12, 2019, ଅପରାଧ, ପୁରୀ, Bhagyaprabha News Bureau
ପିପିଲି ବାରିମୂଳରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ  ଆହତ
Bhagyaprabha News Bureau
January 12, 2019

ପିପିଲିରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓ ଜିତେନ୍ଦ୍ର ସାହୁ ଆହତ ହୋଇଛି । ପିପିଲି ଓ ପୁରୀ କୁମ୍ଭାର ପଡା ପୋଲିସ ବାରିମୂଳ ଗ୍ରାମମୁଣ୍ଡରେ ଏନକାଉଁଟର କରିଛି । ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ଅବସ୍ଥା ଗୁରୁତର ଥିବାରୁ ଜିତୁକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।



ମିଳିଥିବା ସୂଚନା ଅନୁସାରେ ପୁରୀ ଏସପିଙ୍କ ନେତୃତ୍ୱରେ ୨ ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଏବଂ ଆଜି ଭୋରୁ ହିଁ ଜିତୁକୁ ଏନକାଉଁଟର କରାଯାଇଥିବା ଜଣାପଡିଛି । ପୂର୍ବରୁ ପାରା ଗୁଳିକାଣ୍ଡରେ ଜିତୁର ସମ୍ପୃକ୍ତ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାସହ ଜିତୁ ନାଁରେ ଏକାଧିକ ମାମଲା ମଧ୍ୟ ରହିଛି ବୋଲି ଜଣାପଡିଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଦଘାଟନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମେଦିନୀ

ଉଦଘାଟନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମେଦିନୀ

Read More...

କେମିତି କଟିବ ଆଜିର ଦିନ

କେମିତି କଟିବ ଆଜିର ଦିନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: