୪ଟି ପଥର ବୋଝେଇ ଗାଡିରୁ ୪୪ ହାଜର ଟଙ୍କା ଜୋରିମାନା ଆଦାୟ

September 14, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
୪ଟି ପଥର ବୋଝେଇ ଗାଡିରୁ ୪୪ ହାଜର ଟଙ୍କା ଜୋରିମାନା ଆଦାୟ
Bhagyaprabha News Bureau
September 14, 2019

ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପଥର ଓ ବାଲି ବୋଝେଇ ଟ୍ରାକ୍ଟର ଯାଞ୍ଚ । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଭାବନ୍ଧ ଛକ ଠାରେ ପଥର ଗାଡ଼ିକୁ ଅଟକାଇ ରୟାଲଟି ଆନ୍ୟନ କାଗଜ ପତ୍ର ଯାଞ୍ଚ୍ କରିବା ସହ ଜୋରିମାନା ଆଦାୟ କରାଯାଇଛି। ମୋଟ ୪ଟି ପଥର ଟ୍ରାକ୍ଟର ରୁ ୪୪ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହି ଟିମ୍ ରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଆର୍.ଆଈ, ଅମିନ ଓ ସୁପର ଭାଇଜର ପ୍ରମୁଖ ଚଢାଉ ରେ ସାମିଲ ଥିଲେ। ପ୍ରକାଶ ଯେ ଚାରି ଆଡେ଼ ବେଆଇନ ଭାବେ ଚାଲୁଥିବା ପଥର କୁଆରୀ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଥିବା ବେଳେ କେତେକ ସ୍ଥାନରେ ବେଆଇନ ପଥର ବ୍ଲାଷ୍ଟଙ୍ଗି ହେଉଥିବା ଖବର ପାଇଁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୋଦାପଳସାରେ ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜବାନାନୀ କାର୍ଯ୍ୟକ୍ରମ

ବୋଦାପଳସାରେ ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜବାନାନୀ କାର୍ଯ୍ୟକ୍ରମ

Read More...

ଆର୍ଥିକ ମାନ୍ଦାବସ୍ଥାର ଦୂରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ

ଆର୍ଥିକ ମାନ୍ଦାବସ୍ଥାର ଦୂରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: