ମହାରାଷ୍ଟ୍ରରେ ଏନକାଉଣ୍ଟରରେ , ୨ ନକ୍ସଲ ମୃତ

September 15, 2019, ଦେଶଦୁନିଆ, , Bhagyaprabha News Bureau
ମହାରାଷ୍ଟ୍ରରେ  ଏନକାଉଣ୍ଟରରେ , ୨ ନକ୍ସଲ ମୃତ
Bhagyaprabha News Bureau
September 15, 2019

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ଟଳିଲେ ୨ ନକ୍ସଲ। ମହାରାଷ୍ଟ୍ରର ମାଓପ୍ରବଣ ଅଞ୍ଚଳ ଗଡ଼ଚିରୋଲିରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ନକ୍ସଲ ନିହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।ଗଡ଼ଚିରୋଲି ଗ୍ୟାରାପତି ଗାଁ ନିକଟରେ ନକ୍ସଲ ଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସର୍ଚଚ୍ ଅପରେସନ ଜାରି ରହିଛି।୨୯ ଜୁଲାଇରେ ମଧ୍ୟ ଏହି ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ନକ୍ସଲ ନିହତ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ମୃତ, ୨ ନିଖୋଜ

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ମୃତ, ୨ ନିଖୋଜ

Read More...

ଭିତରକନିକାରେ ହେବ  ଦେଶୀୟ ପକ୍ଷୀ ଗଣନା

ଭିତରକନିକାରେ ହେବ ଦେଶୀୟ ପକ୍ଷୀ ଗଣନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: