ଲଳିତା କଳଚୁରାଲ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

September 16, 2019, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଲଳିତା କଳଚୁରାଲ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 16, 2019

ଵ୍ରହ୍ମପୁର ସ୍ଥାନୀୟ ବିରବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେଲଳିତା କଳଚୁରାଲ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶାଙ୍କ, ବିଜୁ ଜନତା ଦଳର ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ସମାଜ ସେବୀ ଉଦୟ କୁମାର ବେହେରା , କୈଳାସ ବିଷୋୟୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେଙ୍ଗାଲୋରର ଯୁବ ଗାୟକ ମୈଥିଲି ସରଶ ଓ ଜିନସ୍ଥାର ବେଣ୍ଡ ମୁଖ୍ୟ ଆକର୍ଷଣ ପାଳଟିଥିଲେ। ଅନ୍ୟ ଗୀତିକାର ମଧ୍ୟରେ କୁମାରୀ ବିଦିଶା ପାତ୍ର, କାମେଶ୍ୱର ଓ ଅଭିନାଶ ସଙ୍ଗୀତ ପରିବେଷଣ କରିଥିଲେ। ଏହାସହ ଲଳିତା ଡ୍ୟାନ୍ସ ଏକାଡେମୀର କୁନି କୁନି କଳାକାର ମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ। ଏକାଡେମୀର ମୁଖ୍ୟ ଭି ଚନ୍ଦ୍ରକଳା ଓ ସାଇ ବାବା ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଏକାଡେମୀର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସ ବୁଲିଯିବା ମାଙ୍କଡ଼ ଡିଆଁ ଜଳ ପ୍ରପାତ

ଆସ ବୁଲିଯିବା ମାଙ୍କଡ଼ ଡିଆଁ ଜଳ ପ୍ରପାତ

Read More...

ଦୈନିକ ଖବର କାଗଜ ସମାଜର ଶତବାର୍ଷିକ ପାଳନ

ଦୈନିକ ଖବର କାଗଜ ସମାଜର ଶତବାର୍ଷିକ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: