ହିଞ୍ଜିଳିରେ ବିଶ୍ୱକର୍ମା ପୂଜା ପାଳନ

September 17, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ହିଞ୍ଜିଳିରେ ବିଶ୍ୱକର୍ମା ପୂଜା ପାଳନ
Bhagyaprabha News Bureau
September 17, 2019

ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୁଜା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ ବିଭାଗର କଞ୍ଚୁଡୁ ସେକ୍ସନ ଠାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ପୂଜା ରେ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଧାନ ପୂଜା ରେ କର୍ତ୍ତା ଭାବେ ସଂପାଦନ କରିଥିବାବେଳେ କ୍ଲର୍କ ଶ୍ରୀକାନ୍ତ କୁମାର ପଟ୍ଟନାୟକ ତତ୍ତ୍ବାବଧାନରେ ଅନ୍ୟନ ବିଦ୍ୟୁତ କର୍ମଚାରୀ ଏହି ପୂଜା ରେ ସହଯୋଗ କରିଥିଲେ। ସେହି ପରି ସହରର ଜନସ୍ବାସ୍ଥ୍ୟ ବିଭାଗ,ବିଶ୍ବକର୍ମା ମହାରଣା ସଂଘ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସହର ଓ୍ବେଲଡିଙ୍ଗ ଦୋକାନ ରେ ବିଶ୍ବକର୍ମାଙ୍କ ପୂଜା ପାଳିତ ହୋଇଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ଏମ୍.କେ.ସି.ଜି ମେଡିକାଲ କଲେଜ ଅନ୍ୟ ଏକ କିରାଣୀ

ଭିଜିଲାନ୍ସ ଜାଲରେ ଏମ୍.କେ.ସି.ଜି ମେଡିକାଲ କଲେଜ ଅନ୍ୟ ଏକ କିରାଣୀ

Read More...

୨୫ ବର୍ଷ ଅବସରରେ ଗୋଲାପିମେଢ ରେ ଝଲସିଲେ ବିଶ୍ବକର୍ମା

୨୫ ବର୍ଷ ଅବସରରେ ଗୋଲାପିମେଢ ରେ ଝଲସିଲେ ବିଶ୍ବକର୍ମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: