ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର 4ଜଣ ନୂଆ ବିଚାରପତି

September 23, 2019, ଦେଶଦୁନିଆ, , Bhagyaprabha News Bureau
ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର 4ଜଣ ନୂଆ ବିଚାରପତି
Bhagyaprabha News Bureau
September 23, 2019

ଆଜି ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତି ଶପଥ ଗହଣ କରିଛନ୍ତି । ପୂର୍ବରୁ ୪ଟି ହାଇକୋର୍ଟରେ କାର୍ଯ୍ୟ କରୁଥିବା ବିଚାରପତି ସୁପ୍ରିମକୋର୍ଟରେ ଯୋଗ ଦେବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି । ସୁଚନାନୁଯାଇ, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି କ୍ରିଷ୍ଣା ମୁାରାରୀ , ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ରବୀନ୍ଦ୍ର ଭଟ୍ଟ , ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟମ ଏବଂ କେରଳ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ହୃଷିକେଶ ରାୟ ଶପଥ ନେଇଛନ୍ତି ।୪ଜଣଙ୍କ ଯୋଗଦାନ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ହୋଇଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପୁଣି ଏକ ସେକ୍ସ ରାକେଟ  ଚଢ଼ାଉ, ଦୁଇ ଯୁବତୀ ଉଦ୍ଧାର ୨ ଗରାଖ ସହ ୪ ଅଟକ

ପୁଣି ଏକ ସେକ୍ସ ରାକେଟ ଚଢ଼ାଉ, ଦୁଇ ଯୁବତୀ ଉଦ୍ଧାର ୨ ଗରାଖ ସହ ୪ ଅଟକ

Read More...

ଜେଲ ଗଲେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ !

ଜେଲ ଗଲେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: