ମୋଦୀଙ୍କୁ ମିଳିବ 'ଗ୍ଲୋବାଲ ଗୋଲ୍ କିପର୍' ଆଓ୍ୱାର୍ଡ

September 24, 2019, ଦେଶଦୁନିଆ, , Srabani Nayak
ମୋଦୀଙ୍କୁ ମିଳିବ 'ଗ୍ଲୋବାଲ ଗୋଲ୍ କିପର୍' ଆଓ୍ୱାର୍ଡ
Srabani Nayak
[ Desk Head ]
Bhagyaprabha News Bureau
September 24, 2019

ଆମେରିକା ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀ ସମ୍ମାନିତ ହେବେ । ସେ ସ୍ୱଚ୍ଛ ଭାରତ ଅଭିଯାନ ଲାଗି 'ଗ୍ଲୋବାଲ ଗୋଲ କିପର ଆଓ୍ୱାର୍ଡ'ରେ ସମ୍ମାନିତ ହେବେ। ଭାରତରେ ସ୍ୱଚ୍ଛତା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ପିଏମ୍‌ ମୋଦୀଙ୍କୁ ବିଲ ମେଲିଣ୍ଡା ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସୁଚନାଯୋଗ୍ୟ,ମୋଦୀ ୭ ଦିନିଆ ଆମେରିକା ଗସ୍ତ କରି ପ୍ରଥମ ଦିନରେ ହାଓଡୀ ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଦ୍ଧିତ କରିଥିଲେ ।ସେହିପରି ଦ୍ୱିତୀୟ ଦିନରେ ଅର୍ଥାତ ଗତକାଲି ମୋଦୀ ଜାତିସଂଘ ପକ୍ଷରୁ ଆୟୋଜିତ 'ଦ କ୍ଲାଇମେଟ ଆକ୍ସନ ସମ୍ମିଳନୀ'କୁ ସମ୍ବୋଧିତ କରିଥିଲେ। ସେପେଟେ ଆଜି ମଧ୍ୟ ନ୍ୟୁୟର୍କରେ ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ

ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ

Read More...

ବାଘଚମଡା ଜବତ , ୬ ବେପାରି ଗିରଫ

ବାଘଚମଡା ଜବତ , ୬ ବେପାରି ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: