ରେଳ ଧାରଣାରେ ଫାଟ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

September 24, 2019, ଦେଶଦୁନିଆ, , Swadhina Kumar Sahu
ରେଳ ଧାରଣାରେ ଫାଟ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 24, 2019

ଇସଲାମପୁର-ଦିଲ୍ଲୀ ମଗଧ ଏକ୍ସପ୍ରେସର ଡ୍ରାଇଭର ଉତ୍ତରପ୍ରଦେଶର କାନପୁର ସେକସନର ଭରଥାନା ନିକଟରେ ରେଳ ଧାରଣାରେ ୧୪ ଇଂଚ ଦୀର୍ଘ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍ ଅଟକାଇ ଥିଲେ। ଏହାପରେ ସେ ତୁରନ୍ତ କଂଟ୍ରୋଲ୍ ରୁମକୁ ଜଣାଇଥିଲେ । ଏହା ପରେ ସେଇ ଟ୍ରାକରେ ଆସୁଥିବା ଦିଲ୍ଲୀ-ହଓଡା ଓ ପାଟନା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଅଟକା ଯାଇଥିଲା । ଫଳରେ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ପାଇଥିଲା ଏହି ଦୁଇ ଟ୍ରେନ୍। ଏହାପରେ ରେଳବାଇର ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ଘଟଣାସ୍ଥଳରେ ପହଂଚି ଭାଂଗିଯାଇଥିବା ଟ୍ରାକକୁ ସଜାଡ଼ି ଥିବା ଜଣାପଡ଼ିଛି । ଏହି କାରଣରୁ ଦିଲ୍ଲୀ ଯାଉଥିବା ଏକାଧିକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ।

ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ।

Read More...

ରାଜ୍ୟରେ ପୁଣି ଦେଖିବାକୁ ମିଳିବ ଡ୍ୟାନ୍ସ ବାର

ରାଜ୍ୟରେ ପୁଣି ଦେଖିବାକୁ ମିଳିବ ଡ୍ୟାନ୍ସ ବାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: