ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

September 24, 2019, ଓଡ଼ିଶା, ବରଗଡ଼, Swadhina Kumar Sahu
ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 24, 2019

ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ବେହେରାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅପରାହ୍ନ ସମୟରେ ଜମିରେ ଚିନାବାଦାମ ଚାଷ ପାଇଁ ଜଣେ ମହିଳାଙ୍କ ସମେତ ୫ ଜଣ ଲୋକ ବ୍ୟସ୍ତଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଘଟଣାସ୍ଥଳରେ ଚାଷୀ ଧନପତି ପଧାନ (୫୨)ଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଚାଷୀ କ୍ଷିରେଦ୍ରୀ ପଧାନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ତିନିଜଣ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ସେବା ଯୋଜନା ଦିବସ ଅବସରରେ ଛତ୍ରପୁର ମହାବିଦ୍ୟାଳୟରେ ବୃକ୍ଷରୋପଣ ।

ଜାତୀୟ ସେବା ଯୋଜନା ଦିବସ ଅବସରରେ ଛତ୍ରପୁର ମହାବିଦ୍ୟାଳୟରେ ବୃକ୍ଷରୋପଣ ।

Read More...

ଲଗାଣ ବର୍ଷା ଯୋଗୁଁ ଚାଷୀ ମହଲରେ ଭୟର ଆଶଙ୍କା, ବର୍ଷା ଜୋର ହେଲେ ଧାନଭାସିବ

ଲଗାଣ ବର୍ଷା ଯୋଗୁଁ ଚାଷୀ ମହଲରେ ଭୟର ଆଶଙ୍କା, ବର୍ଷା ଜୋର ହେଲେ ଧାନଭାସିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: