ଭଗବତୀଙ୍କ ପୀଠରେ ଚାଲିଛି ୬୪ ଉପଚାର ପୂଜା

September 25, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭଗବତୀଙ୍କ ପୀଠରେ ଚାଲିଛି ୬୪ ଉପଚାର ପୂଜା
Bhagyaprabha News Bureau
September 25, 2019

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ମାଆ ଭଗବତୀଙ୍କ ପୀଠରେ ଚାଲିଛି ୬୪ ଉପଚାର ପୂଜା। ଭଗବତୀ ପୀଠରେ ମୂଳାଷ୍ଟମୀଠାରୁ ମହାଳୟା ଅମାବାସ୍ୟା ଯାଏଁ ଭଗବତୀଙ୍କର ପୂର୍ବ ଦିଗରେ ଅବସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ସାମ୍ନା ବାହାର ପର୍ବଗୃହରେ ପୂଜା ଅନୁଷ୍ଠିତ ହୋଇଥାଏ।ଏହି ମନ୍ଦିରରୁ ପ୍ରତିଦିନ ବିଳମ୍ବିତ ରାତିରେ ବଳି ଜେନା, କାଳିଆ ମାଳି, କାଠି ନାହକ, ଘଣ୍ଟ ଓ ଢୋଲ ପଟୁଆରରେ ସେବକଙ୍କ ଗହଣରେ ମାଆ ଭଗବତୀ ମୂଳ ମନ୍ଦିରକୁ ଆସନ୍ତି।ସେ ପର୍ଯ୍ୟନ୍ତ ସଂଧ୍ୟା ଆଳତୀ ମନ୍ଦିରରେ ବନ୍ଦ ରହିଥାଏ। କାଠି ଠାକୁରାଣୀ ମନ୍ଦିରରେ ପ୍ରବେଶ କଲା ପରେ ଆଳତି ହୋଇଥାଏ। ଆମାବାସ୍ୟା ଦିନ ମାଆ ଭଗବତୀଙ୍କ ସହ ହିରଜାଇଙ୍କ ଭେଟ ପରେ ମହାଅଷ୍ଟମୀ ପର୍ଯ୍ୟନ୍ତ ପୀଠ ମନ୍ଦିରରେ ମାଆ ପୂଜା ପାଆନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷା ପାଇଁ  ସ୍କୁଲ ବନ୍ଦ

ବର୍ଷା ପାଇଁ ସ୍କୁଲ ବନ୍ଦ

Read More...

ମୋଦୀଙ୍କ ପରେ ଏବେ ନବୀନ ନଜର ଆସିବେ ନ୍ୟାସନାଲ ଜିଓଗ୍ରାଫିରେ

ମୋଦୀଙ୍କ ପରେ ଏବେ ନବୀନ ନଜର ଆସିବେ ନ୍ୟାସନାଲ ଜିଓଗ୍ରାଫିରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: