ପୁଣି ଥରେ ବିଜେଡି ଦଳରୁ ଲଢିବେ ରୀତା ସାହୁ

September 28, 2019, ରାଜନୀତି, , Swadhina Kumar Sahu
ପୁଣି ଥରେ ବିଜେଡି ଦଳରୁ ଲଢିବେ ରୀତା ସାହୁ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 28, 2019

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବାପରେ ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଛି । ପୁର୍ବରୁ ରାଜ୍ୟ କଂଗ୍ରେସ ଦୀଲ୍ଲିପ ପଣ୍ଡାଙ୍କୁ ତାର ପାର୍ଥୀ ଘୋଷଣା କରିବା ପରେ ବର୍ତ୍ତମାନ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ପାର୍ଥୀ ରୂପେ ଘୋଷଣା କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ବିଜେପି ତାର ପାର୍ଥୀ ଘୋଷଣା କରିନାହିଁ । ତେବେ ବିଜେପୁର ଆସନ କେଉଁ ଦଳ ହାତେଇବ ତାହା ଦେଖିବା ବାକି ରହିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁରେଶ୍ବରୀଙ୍କ ଧବଳମୁଖି ବେଶ

ସୁରେଶ୍ବରୀଙ୍କ ଧବଳମୁଖି ବେଶ

Read More...

ଗୋପାଳପୁର ଆର୍ମି ସେଣ୍ଟରକୁ ମିଲିଲା ସେନା ବାହିନୀର ସର୍ବୋଚ୍ଚ ପୁରସ୍କାର

ଗୋପାଳପୁର ଆର୍ମି ସେଣ୍ଟରକୁ ମିଲିଲା ସେନା ବାହିନୀର ସର୍ବୋଚ୍ଚ ପୁରସ୍କାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: