ଯୋଗ ସହିତ ସ୍ବଚ୍ଛତା ସେବା କାର୍ଯ୍ୟକ୍ରମ ।

September 29, 2019, ସ୍ବାସ୍ଥ୍ୟ, , Bhagyaprabha News Bureau
ଯୋଗ ସହିତ ସ୍ବଚ୍ଛତା ସେବା କାର୍ଯ୍ୟକ୍ରମ ।
Bhagyaprabha News Bureau
September 29, 2019

ସୁବର୍ଣ୍ଣପୁର ଜିଲ୍ଲା ପତଞ୍ଜଲି ଯୋଗ ପିଠ ଯୁବା ଭାରତ ତରଫରୁ ଯୋଗଗୂରୁ ମନୋଜ ପଣ୍ଡା ଓ ପତଞ୍ଜଲି ସହ ପ୍ରଭାରି ସଞ୍ଜୟ କୁମାର ସାହୁ ଅଧ୍ୟକ୍ଷତାରେ ଏସ.ବି.ଆଇ.ଗ୍ରାମ୍ୟଣ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ସକାଳରୁ ଯୋଗ ଆରମ୍ଭ ହୋଇଥିଲା ।ଏଥିରେ ନୟନ କୁମାର ଦାସ ପତଞ୍ଜଲି ଯୋଗ ସମିତିର ଗାଜ୍ୟ କାର୍ଯ୍ୟକାରୀ ସଦସ୍ୟା ଓ ସାଧନା ଦାସ ଭଉଣୀ ଉପସ୍ଥିତ ହୋଇଥିଲେ । ଯୋଗ ସହ ସ୍ଵଚ୍ଛତା ଶିବିର ହୋଇଥିଲା । ସତ୍ୟଜିତ ନାଏକ, ମାଧବ ଆଡଜୁଆଡି ଉପସ୍ଥିତି ରହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଂଘ ପକ୍ଷରୁ ବିଶାଳ ଗଣବିକ୍ଷୋଭ ପଦଯାତ୍ରା

ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଂଘ ପକ୍ଷରୁ ବିଶାଳ ଗଣବିକ୍ଷୋଭ ପଦଯାତ୍ରା

Read More...

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ସିଂହଲ ଜୀଙ୍କ ଜନ୍ମଦିନ ପାଲିତ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ସିଂହଲ ଜୀଙ୍କ ଜନ୍ମଦିନ ପାଲିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: