ଦେଶବାସୀଙ୍କୁ ସ୍ୱଚ୍ଛତା ଉପରେ ନୂଆ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

February 12, 2019, ଦେଶଦୁନିଆ, , Bhagyaprabha News Bureau
ଦେଶବାସୀଙ୍କୁ ସ୍ୱଚ୍ଛତା ଉପରେ ନୂଆ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ
Bhagyaprabha News Bureau
February 12, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁରୁକ୍ଷେତ୍ର ଗସ୍ତ କରି ଦେଶବାସୀଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଉଦବୋଧନ ଦେବେ । ସେ ଏହି ଗସ୍ତ ସମୟରେ ହରିୟାନା ରାଜ୍ୟବାସୀଙ୍କୁ ଅନେକ ପ୍ରକଳ୍ପ ଭେଟି ଦେବେ । ମୋଦୀ ଧର୍ମର ନଗରୀ ସ୍ୱଚ୍ଛତା ଉପରେ କିଛି ନୂଆ ସନ୍ଦେସ ଦେଇ ପାରନ୍ତି । ସ୍ୱଚ୍ଛତା ଅଭିଜାନ ସହିତ ଜଡିତ ୨୦ହଜାର ମହିଳାଙ୍କୁ ସ୍ୱଚ୍ଛତା ପାଇଁ ସମ୍ମାନୀତ କରିବେ । ବ୍ରହ୍ମା ସରୋବର ନିକଟରେ ନିର୍ମାଣ ହୋଇଥିବା ସ୍ୱଚ୍ଛତା ଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱଚ୍ଛତା ଉରପରେ କିଛି ନୂଆ ପାଠ ପଢାଇବେ । ଏବଂ ୬ ଟି ଯୋଜନାର ଶୁଭାରମ୍ଭ କରିବେ । ଦେଶର ୨୭ଟି ରାଜ୍ୟରୁ ଆସିଥିବା ନଗରା ୟୁକ୍ତ ଏବଂ ପ୍ରତିନିଧିଙ୍କୁ ସ୍ୱଚ୍ଛତା ଶପଥ ଦେବେ । ଏହି କାର୍ଯ୍ୟକ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେବୃୟାରୀ ୧୪ ରେ  ମୁକ୍ତିଲାଭ କରିବ

ଫେବୃୟାରୀ ୧୪ ରେ ମୁକ୍ତିଲାଭ କରିବ "ଗଲି ବୟ"

Read More...

ପ୍ରତିରକ୍ଷା ବିଭାଗର ଆଉ ଏକ ସଫଳlତା : ପରିକ୍ଷା ହେଲା ଏୟାର ଡିଫେନ୍ସ ମିଶାଇଲ

ପ୍ରତିରକ୍ଷା ବିଭାଗର ଆଉ ଏକ ସଫଳlତା : ପରିକ୍ଷା ହେଲା ଏୟାର ଡିଫେନ୍ସ ମିଶାଇଲ "ପୃଥ୍ୱୀ"

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: