ବକ୍ସ ଅଫିସରେ କମାଲ କରୁଛି 'ୱାର'

October 03, 2019, ମନୋରଞ୍ଜନ, , Bhagyaprabha News Bureau
ବକ୍ସ ଅଫିସରେ କମାଲ କରୁଛି 'ୱାର'
Bhagyaprabha News Bureau
October 03, 2019

ଗାନ୍ଧୀ ଜୟନ୍ତୀ ଅବସରରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ୱାର' ବକ୍ସ ଅଫିସରେ ରିଲିଜ ହୋଇଯାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆକ୍ସନ, ଥ୍ରୀଲର, ରୋମାନ୍ସ ଏବଂ ଡ୍ରାମାରେ ଭରପୂର ।ଫିଲ୍ମରେ ହ୍ରିତିକ 'କବୀର' ଭୂମିକାରେ ନଜର ଆସିଛନ୍ତି ଯେ କି ଜଣେ ସେନା ଅଧିକାରୀ । କିନ୍ତୁ ସମୟ କ୍ରମେ କବୀର ବାଗୀ ହୋଇଯାଏ । କବୀରକୁ ରୋକିବା ପାଇଁ ତା'ର ହିଁ ଜଣେ ଭଲ ଷ୍ଟୁଡେଣ୍ଟ 'ଖାଲିଦ(ଟାଇଗର ଶ୍ରଫ)'ତାକୁ ସାମ୍ନା କରିଥାଏ । ଫିଲ୍ମରେ ଆକ୍ସନ ସିନ ଭରପୂର ରହିଛି । ଦୁଇ କଳାକାର ଟାଇଗର ଏବଂ ହ୍ରିତିକ ଏହି ଆକ୍ସନ ସିନ ଗୁଡିକୁ ଭଲ ଭାବେ ତୁଲାଇଛନ୍ତି । ପ୍ରଥମ ଦିନରେ ୫୦କୋଟି ସହ ବକ୍ସ ଅଫିସରେ କମାଲର ଓପେନିଂ କରିଛି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ପହଞ୍ଚିଲେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି

ଓଡ଼ିଶାରେ ପହଞ୍ଚିଲେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି

Read More...

ସର୍ବଧର୍ମର ସମନ୍ୱୟରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

ସର୍ବଧର୍ମର ସମନ୍ୱୟରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: