ଭାରତୀୟ ବଜାରକୁ ଆସିଲା ଲାମ୍ୱରଗିନିର ନୂଆ ମଡେଲ

February 12, 2019, ଦେଶଦୁନିଆ, , Bhagyaprabha News Bureau
ଭାରତୀୟ ବଜାରକୁ ଆସିଲା ଲାମ୍ୱରଗିନିର ନୂଆ ମଡେଲ
Bhagyaprabha News Bureau
February 12, 2019

ଭାରତରେ ୩.୭୩ କୋଟି ଟଙ୍କାରେ ଲଞ୍ଚ କରିଛି lamborgini ଇଣ୍ଡିଆ ନିଜର Huracan EVO ସୁପର କାର୍‌ ।ଷ୍ଟାଣ୍ଡାର୍ଡ Lamborghini Huracanକୁ ଏବେ ଭାରତରେ ବନ୍ଦ କରିଦିଆଯାଇ ଏହାକୁ ନେକ୍ସଟ୍‌ ଜେନେରେଶନ୍‌ Lamborghini Huracan କୁହାଯିବ। ଏହାର ଡିଜାଇନ୍‌ର ସହ ଇଣ୍ଟିରିୟର୍‌ ଓ ଏକ୍ସଟେରିୟର ପରିବର୍ତ୍ତନ କରାଯାଇଛି। ଏଥିରେ ୫.୨ ଲିଟର v10 ଇଞ୍ଜିନ୍ ଲାଗିଛି ଯାହା 8,000RPM ରେ 640bhpର ପାୱାର ଓ 6,500RPMରେ 600Nmର ପିକ୍‌ଟକ୍‌ ଜେନେରେଟ୍ କରିଥାଏ। ଟ୍ରାନ୍ସମିଶନ୍‌ ପାଇଁ ଏଥିରେ ୭-ସ୍ପିଡ୍ ଡୁଆଲ୍ କ୍ଲଚ୍‌ ଦ୍‌ଆଯାଇଛି। lamborghini Huracan EVOର ଓଜନ ପ୍ରାୟ ୧,୪୨୨ କିଲୋଗ୍ରାମ୍ ହେବ। ଖାସ୍‌ ଏଥିପାଇଁ ଏହି ସୁପର୍‌କାର୍‌ ଅନେକ ଭଲ ପର୍ଫମାନ୍ସ ଦେଇଥାଏ। ଏହି ସୁପର୍‌କାର୍‌ ୨.୯ ସେକେଣ୍ଡରେ 0-100km/h ଓ ୯ ସେକେଣ୍ଡରେ 0-200km/h ସ୍ପିଡ୍‌ରେ ଯାଇପାରିବ। ଏହି କାର୍‌ର ଟପ୍‌ ସ୍ପିଡ୍‌ 325km/hରୁ ବି ଅଧିକ ଏହି କାର୍‌ ଭିତରେ ୮.୪ ଇଞ୍ଚର ଟଚ୍‌ସ୍କ୍ରିନ୍‌ ପ୍ୟାନେଲ୍‌ ଦିଆଯାଇଛି। ଏଥିରେ 'ଆପ୍‌ କାର୍‌-ପ୍ଲେ'ର ସପୋର୍ଟ ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ୧୫ରେ ମିଳିବ ଭୂମୀହୀନଙ୍କୁ କାଳିଆ ଟଙ୍କା

ଆସନ୍ତା ୧୫ରେ ମିଳିବ ଭୂମୀହୀନଙ୍କୁ କାଳିଆ ଟଙ୍କା

Read More...

ଅଦାଲତ ଅବମାନନାରେ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ଅଦାଲତ ଅବମାନନାରେ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: