ବ୍ରାଉନ ସୁଗାର ଜବତ, ଜଣେ ଗିରଫ

October 04, 2019, ଅପରାଧ, ଖୋର୍ଦ୍ଧା, Bhagyaprabha News Bureau
ବ୍ରାଉନ ସୁଗାର ଜବତ, ଜଣେ ଗିରଫ
Bhagyaprabha News Bureau
October 04, 2019

ଅବକାରୀ ବିଭାଗ ପଞ୍ଝାରେ ପୁଣି ଜଣେ ବ୍ରାଉନସୁଗାର ବେପାରୀ । ଗୁରୁବାର ସକାଳୁ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରଣା ଗ୍ରାମରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବେପାରୀ ଗିରଫ କରିବା ସହ ୩୨ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଗିରଫ ହୋଇଥିବା ବେପାରୀ ଜଣଙ୍କ ଧରଣୀଧର ମହାପାତ୍ର ବୋଲି ଜଣାପଡିଛି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ତିନି ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏପଟେ ଧରଣୀକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛନ୍ତି ଖୋର୍ଦ୍ଧା ଅବକାରୀ ଅଧିକାରୀ । ତେବେ ଧରଣୀଧର ପୂର୍ବରୁ ଚୋରା ମଦ କାରବାର କରି ଗିରଫ ହୋଇସାରିଥିବା ସୂଚନା ରହିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବର୍ଥ ଡେ ଶ୍ବେତା

ହାପି ବର୍ଥ ଡେ ଶ୍ବେତା

Read More...

ଆଜି ନବରାତ୍ରିର ଷଷ୍ଠ ଦିନ, କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

ଆଜି ନବରାତ୍ରିର ଷଷ୍ଠ ଦିନ, କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: